ଓଡ଼ିଆ ସାହିତ୍ୟର କେଦାରପୁର ଗ୍ରାମରେ 28 ସେପ୍ଟେମ୍ବର 1848 ମସିହାରେ ଜନ୍ମ ଗ୍ରହଣ କରିଥିଲେ,ସେ ସୁନ୍ଦରନାରାୟଣ ରାୟ ଓ ତାରିଣୀ ଦାସଙ୍କ ଶ୍ରେଷ୍ଠ ସନ୍ତାନ ଥିଲେ,ସୁନ୍ଦରନାରାୟଣ ଥିଲେ ଭାରତର କାୟସ୍ଥ,ରାଧାନଗର ଗ୍ରାମକୁ ଆସିଥିଲେ,ତାଙ୍କର ବଂଶଗତ ଉପାଧି ଥିଲା ଦେ,ଅତି ଗୌରବରୁ ମାତୃ ବିୟୋଗ ଘଟିଥିଲା,ସେ ବାଲେଶ୍ୱର ଜିଲ୍ଲା ସ୍କୁଲରେ ଶିକ୍ଷକତା 5 ବର୍ଷ ଚଗକିରି କରିଥିଲେ,ଏବଂ ସେହି ସମୟରେ ରେମୁଣା ଗ୍ରାମର ବଂଶର ଆଦିତ୍ୟ ଚନ୍ଦ୍ରମୋହନ ଆଦିତ୍ୟଙ୍କ କନ୍ୟା,ଚନ୍ଦ୍ରମୋହନଙ୍କ ଘରେ ବଢିଥିଲେ,ତତ୍କାଳୀନ ବିଖ୍ୟାତ ପଣ୍ଡିତ ରାଧାନାଥ ଫକୀରମୋହନଙ୍କ ସହିତ ସଂସ୍କୃତ କାବ୍ୟ ନାଟ୍ୟକତା ଅଧୟନ କରି ସେଥିରେ ପାଣ୍ଡିତ୍ୟ ଅର୍ଜନ କରିଥିଲେ
ଏହାପରେ ସେ ଦ୍ଵିତୀୟ ଶିକ୍ଷକ ପଦରେ ପୁରୀ ଜିଲ୍ଲା ସ୍କୁଲରେ ଅଧ୍ୟକ୍ଷତା କରିଥିଲେ ଓ ସେଠାରେ ମଧୁସୂଦନ ରାଓ ତାଙ୍କର ଛାତ୍ର ଥିଲେ,ତାଙ୍କ ସାହିତ୍ୟ ସେବାର ଏବଂ ଉତ୍କଳ ଶିକ୍ଷାର ବିସ୍ତାର ପରେ ସ୍ପୃହାର ପୁରସ୍କାର ସ୍ୱରୂପ ସରକାର ତାଙ୍କୁ ରାୟ ବହାଦୁର ଉପାଧିରେ ଭୂଷିତ କରିଥିଲେ,ଗଡ଼ଜାତରୁ ପୁରୀରେ ଭ୍ରମଣ କରି ଜ୍ୱର ରୋଗ ଆକ୍ରାନ୍ତରେ ପୀଡିତ ହୋଇ 1908 ମସିହାରେ ଏପ୍ରିଲ 12 ତାରିଖରେ ମୃତ୍ୟୁବରଣ କରିଥିଲେ
ରାଧାନାଥ ଅଡିଆ ଭାଷାକୁ ମାତୃଭାଷା ମଣୁଥିଲେ,ଓଡ଼ିଆ ଭାଷାକୁ ବଙ୍ଗଳା ଭାଷାରେ ଓଡ଼ିଆ କବିତା କରି ଲେଖିଲେ,ବଙ୍ଗଳା ଭାଷାକୁ ଲେଖିବା ପୂର୍ବରୁ ଭୂଦେବ ମୂଖୋପାଧ୍ୟାୟଙ୍କ ପ୍ରରୋଚନାରେ ସେ ଓଡ଼ିଆ ଭାଷାରେ ଲେଖିବା ଆରମ୍ଭ କଲେ,ସର୍ବଦା ସେ ବିଛଣାରେ ବସି ଏକ ବାକ୍ସରେ ଲେଖୁଥିଲେ ଉତ୍କଳର ଦର୍ଶନୀୟ ହ୍ରଦ,ପୁଷ୍କରିଣୀ,ପର୍ବତ,ନିର୍ଝର,ନଦୀ,ବନ,ଗ୍ରାମ,ଉଦ୍ୟାନ,ବୃକ୍ଷଲତା ଆଦି ପ୍ରାକୃତିକ ବୃକ୍ଷ ଐତିହାସିକ ସ୍ଥାନ ଲିପିବଦ୍ଧ କରିଯାଇଛନ୍ତି,
ତାଙ୍କର ଗୋଟିଏ ଗଦ୍ୟ ଉପନ୍ୟାସ ଵିଵେକୀ ନାମକ ପ୍ରବନ୍ଧ,କେତେଗୁଡିଏ ପାଠ୍ୟପୁସ୍ତକ ଛଡା ଗୋଟିଏ ନାମକ ପଦ୍ୟ,1873 ମସିହାରେ ତାଙ୍କର ପ୍ରଥମ ଓଡ଼ିଆ ଉପନ୍ୟାସ ଵିଵେକୀ ମଧ୍ୟରେ ସୃଷ୍ଟି, ସେ ଲେଖିଥିବା କାବ୍ୟଗୁଡିକ ମଧ୍ୟରେ କେଦାରଗୌରୀ ଅନ୍ୟତମ