ଆମେ ଯଦି କହିବା ଏହି ଦୁନିଆରେ ଭଲ ପରିବର୍ତ୍ତନ ଆଣିବାପାଇଁ ଲୋକ ଏହାକୁ ଖାତିର କରିବେନି,କିନ୍ତୁ ବୁଦ୍ଧ ସବୁବେଳେ ସତ୍ୟ ଓ ଅହିଂସା ପଥରେ ଅଗ୍ରସର ହେଉଥିଲେ,ଏହା ତାଙ୍କର ମୁଖ୍ୟ ଆଧାର ଥିଲା,ସେ ଅନ୍ୟ ଲୋକମାନଙ୍କୁ ସତ୍ୟ ପଥରେ ଯିବାପାଇଁ ପ୍ରେରିତ କରିଥିଲେ,ସେ ରାଜପରିବାରର ଜନ୍ମ ଗ୍ରହଣ କରିଥିଲେ,ତାଙ୍କ ଜୀବନରେ କୌଣସି ପ୍ରକାର ଅଭାବ ନଥିଲା,ଯାହା ଚାହୁଁଥିଲେ ତାଙ୍କୁ ଶୀଘ୍ର ପ୍ରାପ୍ତ ହେଉଥିଲା ସିଏ ଦିବ୍ୟଜ୍ଞାନକୁ ପ୍ରାପ୍ତ କରିବାପାଇଁ ସାମାଜିକ ଜୀବନଯାପନକୁ ତ୍ୟାଗ କରିଥିଲେ
1963 ମସିହାରେ କପିଳ ଵାସ୍ତୁ ନିକଟରେ,ଲୁମ୍ବିନି ନେପାଳରେ ଗୌତମ ବୁଦ୍ଧଙ୍କ ଜନ୍ମ ହୋଇଥିଲା,ତାଙ୍କ ଛୋଟବେଳର ନାମ ସିଦ୍ଧାର୍ଥ ଥିଲା,ସିଏ ରାଜା ସୂର୍ଯ୍ୟୋଧନ ଓ ମହାରାଣୀ ମହାମାୟା ଘରେ ଜନ୍ମ ହୋଇଥିଲେ ଲୁମ୍ବିନି ନେପାଳର ଗୋଟେ ଗଛ ତଳେ ଗୌତମ ବୁଦ୍ଧ ଜନ୍ମ ହୋଇଥିଲେ,ସିଦ୍ଧାର୍ଥଙ୍କ ନାମ ତାଙ୍କ ମାଉସୀ ମହାପ୍ରଜାପତି କରିଥିଲେ,ସେଥିପାଇଁ ତାଙ୍କୁ ଧାର୍ମିକ ଜ୍ଞାନଠାରୁ ଦୂରରେ ରଖିଥିଲେ, ସିଦ୍ଧାର୍ଥଙ୍କୁ ରାଜା କରିବାପାଇଁ ତାଙ୍କୁ ଏହି ସବୁ କର୍ମରୁ ଦୂରରେ ରଖିଥିଲେ,ସିଦ୍ଧାର୍ଥ ଛୋଟବେଳୁ ବହୁତ ଦୟାଳୁ ଥିଲେ ,ସେଥିପାଇଁ ଜାଣିଶୁଣି ଖେଳରେ ହାରିଯାଉଥିଲେ, ସେ ଯେତେବେଳେ 16 ବର୍ଷର ଥିଲେ,ତାଙ୍କର ବାହାଘର ରାଜକୁମାରୀ ଯଶୋଦୀଙ୍କ ସାଙ୍ଗରେ କରାଗଲା,ଏହି ସମୟରେ ସେ ବହୁତ ଧାର୍ମିକ ବସ୍ତୁକୁ ଜାଣିବାକୁ ଲାଗିଲେ,ଏହି ସମୟରେ ନିଜ ମହଲା ଛାଡି ଯିବାପାଇଁ ନିଷ୍ପତି ନେଲେ,ସେ ଯେତେବେଳେ ବାହାରକୁ ଯାଇ ଭିକ୍ଷା ମାଗୁଥିଲେ ସେହି ସମୟରେ ବିମ୍ବିସାରର ଲୋକ ମଗଧକୁ ଚିହ୍ନିଲେ
ଗୌତମ ବୁଦ୍ଧ ବିମ୍ବିସାରର ସହାୟତା ନେବାକୁ ମନା କରିଦେଲେ, ସେ ଧ୍ୟାନରେ ଦିବ୍ୟଶକ୍ତି ପାଇଁ 2ଟି ଶିକ୍ଷଙ୍କଠୁ ଜ୍ଞାନ ପ୍ରାପ୍ତି କଲେ,ବହୁତ ଭଲରେ ତପସ୍ୟା କରିବା ପରେ ତାଙ୍କୁ ସେହି ଜ୍ଞାନ ପ୍ରାପ୍ତି ହେଉନଥିଲା,ତାପରେ ସେ ବୋଧଗୟା ପହଞ୍ଚିଲେ, ସେଠାରେ ପହଁଚିଲା ପରେ ଗୋଟେ ବର ଗଛ ତଳେ 49 ଦିନ ପର୍ଯ୍ୟନ୍ତ ଧ୍ୟାନ ଲଗାଇ ତପସ୍ୟା କରିବା ପରେ ସେ ଦିବ୍ୟଜ୍ଞାନ ପ୍ରାପ୍ତ କଲେଲ,ଏହା ପରେ ସେ ବୌଦ୍ଧ ଧର୍ମର ପ୍ରଚାର ପ୍ରସାର 80 ବର୍ଷ ପର୍ଯ୍ୟନ୍ତ କରିଥିଲେ