1.ଅବିଶ୍ରାନ୍ତ ଭାବରେ ଭରା ବହନ କରିବା,ଶୀତ ଓ ଗ୍ରୀଷ୍ମ ଜନିତ କଷ୍ଟ ସହି ସର୍ବଦା ସନ୍ତୋଷରେ ରହିବା

  1. ଭାଗ୍ୟ ସେମାନଙ୍କୁ ଅନୁଗ୍ରହ କରେ ଯେଉଁମାନେ କଠିନ ପରିସ୍ଥିତିରେ ସମୁଖୀନ ହୋଇଥିଲେ ମଧ୍ୟ ସେମାନଙ୍କ ଲକ୍ଷପ୍ରତି ଦୃଢ ରୁହନ୍ତି
  2. ଅନ୍ୟମାନଙ୍କ ଭୁଲ୍ରୁ ଶିଖନ୍ତୁ ଏବଂ ଏହାକୁ ନିଜ ଉପରେ ବ୍ୟବହାର କରିବା ଦ୍ୱାରା ବୟସ ହ୍ରାସ ପାଇବ
  1. ଥରେ ଆପଣ ଏକ କାର୍ଯ୍ୟ ଆରମ୍ଭ କଲେ,ଏଥିରେ କେବେବି ସନ୍ଦେହ କରନାହିଁ ,କେବେ କାମକୁ ମଝିରେ ଅଟକାନ୍ତୁ ନାହିଁ ,ନହେଲେ ତୁମର କାର୍ଯ୍ୟ ଅସମ୍ପୂର୍ଣ୍ଣ ହେବ
  2. ଅଭ୍ୟାସ ବିନା ଜ୍ଞାନ ହଜିଯାଏ,ସେନାଧ୍ୟକ୍ଷ ବିନା ସେନା ବିପଥଗାମୀ ହୁଏ ଏବଂ ପତି ବିନା ପତ୍ନୀ ବିପଥଗାମୀ ହୁଏ
  3. ଭଗବାନ ମନ୍ଦିର,ମସଜିଦ, କିମ୍ବା ମୂର୍ତ୍ତି ଗୁଡିକରେ ବାସ କରନ୍ତି ନାହିଁ,ବରଂ ସେମାନେ ଆମ ଭାବନା ଓ ବିଶ୍ୱାସରେ ବାସ କରନ୍ତି
  4. ଯଦି ମର୍ଯ୍ୟାଦା ହାସଲ କରିବାକୁ ହୁଏ ତେବେ କଥା,କାର୍ଯ୍ୟ,ଇନ୍ଦ୍ରିୟ ଏବଂ ହୃଦୟ ମଧ୍ୟରେ ସତ୍ୟତା ଆଣ
  5. ଶାନ୍ତ ମନଠାରୁ କୌଣସି ବଡ ଶକ୍ତି ନାହିଁ ,ସନ୍ତୁଷ୍ଟଠାରୁ ବଡ ସୁଖ ନାହିଁ ,ଇର୍ଷାଠାରୁ ବଡ ରୋଗ ନାହିଁ,ଦାୟାଠାରୁ ବଡ ଗୁଣ କିଛି ନାହିଁ
  6. ଯଦି ହୀରାକୁ ପାଦରେ ଏବଂ ଗ୍ଲାସକୁ ମୁଣ୍ଡରେ ରଖାଯାଏ ତେବେ ଉଭୟର ମୂଲ୍ୟ ସମାନ ରହିଥାଏ,ହୀରା ସବୁବେଳେ ହୀରା ହିଁ ରୁହେ
  7. ଯିଏ ଏପରି ସାଙ୍ଗ ସହ ସଙ୍ଗତି କରେ ଯିଏ କି କୃତଜ୍ଞ,ଯିଏ ସର୍ବଦା ସଂକୀର୍ଣ୍ଣମନା,ଯିଏ କେବଳ ଅନ୍ୟମାନଙ୍କ ବ୍ୟକ୍ତିଗତ କଥା କହିଥାଏ,ସେହିପରି ଲୋକଙ୍କ ସହ ବନ୍ଧୁତା କରିବା ନିଶ୍ଚିତ ପତନର କାରଣ
  8. ମୁର୍ଖକୁ ଉପଦେଶ ଦେବା,ଖରାପ ଚରିତ୍ରର ନାରୀକୁ ପ୍ରଶଂସା କରିବା ଏବଂଗ ନିରାଶାବାଦୀ ପୁରୁଷଙ୍କ ସହିତ ରହିବ ମୁର୍ଖତା ଅଟେ
  9. ଆକାଶରେ ରହୁଥିବା ପକ୍ଷୀମାନଙ୍କର ମାର୍ଗର ଦିଗ ଅନୁମାନ କରାଯାଇପାରେ,କିନ୍ତୁ ଚତୁର କର୍ମଚାରୀଙ୍କ ଗତିବିଧି ଅନୁମାନ କରାଯାଇପାରିବ ନାହିଁ,ତେଣୁ ସବୁବେଳେ ସତର୍କ ରୁହ
  10. ପ୍ରତ୍ୟୋକ ବ୍ୟକ୍ତି ମୁକ୍ତ ଘୋଡା ପରି, ସିଏ ଜଙ୍ଗଲର କୌଣସି ସ୍ଥାନକୁ ଯାଇପାରିବ,ସେହିପରି ମଣିଷର ମନରୁ ମଧ୍ୟ ଜଣାପଡ଼େ ନାହିଁ,ସେ କଣ କରିବ,ତେଣୁ ଏହାକୁ ସର୍ବଦା ନିୟନ୍ତ୍ରଣରେ ରଖନ୍ତୁ
  11. ଉପଦେଶ ଦେଉଥିବା ଲୋକ ମୂର୍ଖର ଶତ୍ରୁ
  12. .ଦାୟାଠାରୁ ଆଉ କିଛି ବଡ ଧର୍ମ ନାହିଁ16.ଯିଏ ପ୍ରକୃତ ବିଦ୍ୱାନ,ସେ ଅନ୍ୟ କଥା ଉପରେ ଯେତେ ଗୁରୁତ୍ୱ ନଦିଏ,ବେଶୀ ଗୁରୁତ୍ୱ ଦିଏ ବିଦ୍ୟାଚର୍ଚ୍ଚାରେ
  13. .ଯେତେ ପ୍ରାୟଶ୍ଚିତ କଲେ ମଧ୍ୟ ପାପିକୁ କେହି ପୁଣ୍ୟ ବୋଲି ଗ୍ରହଣ କରିପାରନ୍ତି ନାହିଁ,ଥରେ କଳଙ୍କର ଦାଗ ଲାଗିଗଲେ ତାକୁ କେବେ ଲିଭାଇ ହୁଏନା
  14. .ଶାନ୍ତି ଠାରୁ ବଡ ଟପ ନାହିଁ
  15. ଯିଏ କାହାର କିଛି ଶୁଭ କାମନା କରିନପାରେ,ସେ ଅନ୍ୟର ଅଶୁଭ କାମନା କରିବା ଉଚିତ୍ ନୁହେଁ
  16. .କାହାକୁ ମିଛ କହି କାମ ହାସଲ କରିବା ଠିକ ନୁହେଁ,ମିଛ ଦିନେ ନା ଦିନେ ଧରାପଡିଯାଏ