1.1916ରେ ପାଠପଢି ଆମ୍ବେଦକର ଇଣ୍ଡିଆ ଆସିଲେ, ସେ ଉଚ୍ଚ ଶିକ୍ଷାପାଇଁ ଆମେରିକା ଯାଇଥିଲେ,1913ରୁ 1916 ଯାଏଁ ସିଏ ପାଠ ପଢିଥିଲେ,ନ୍ୟୁୟର୍କର କୋଲୋମ୍ବିଆ ୟୂନିର୍ଭରସିଟିରେ ପାଠ ପଢିଥିଲେ,ଅର୍ଥଶାସ୍ତ୍ର ପଢିବାପାଇଁ 1917ରେ ଲଣ୍ଡନ ଚାଲିଗଲେ,ଲଣ୍ଡନରେ ପୋଷ୍ଟ ଗ୍ରାଜୁଏଟ ପାଇଁ ଆଡ଼ମିସନ ନେଲେ,1918ରେ ପଢିସାରି ଶିକ୍ଷା ସହିତ ନିଜ ଦେଶରେ ଭଲ ପାଠ ପଢିଲେ ଠିକ ହେବ ବୋଲି ସେ ଚିନ୍ତା କଲେ,ସାମାଜିକ ଅନୁଭୂତିକୁ ବୁଝି ଏବଂ ସେହି ବିଷୟରେ ଭାବି ବରୋଡାରେ କଥା ହେବାପାଇଁ ନିଷ୍ପତି ନେଲେ,ବରୋଡାରେ ଚାକିରୀ କରିବାର ଥିଲା କାହିଁକି ନ ସେହି ଦେଶରେ ମୋତେ ଖର୍ଚ୍ଚ ହାସଲ କରିବାର ଥିଲା,ଇଉରୋପ ଓ ଆମେରିକାରେ ଆମ ପରିବାର ସାଙ୍ଗରେ ଥିଲେ, ସେହି କଥା ନିଜ ମନରେ ସ୍ପଷ୍ଟ ଚିତ୍ର ଅନୁଭବ କରିପାରିଥିଲି,ସେହି ସହରରେ ବହୁତ ହୋଟେଲ ଥିଲା,ତାଙ୍କ ଇଛା ଥିଲା ରୁମ ବୁକ କରିବାପାଇଁ, କିନ୍ତୁ ତାଙ୍କୁ ଡର ଲାଗିଁଇଥିଲେ ସେ ଧରାପଡିଯିବେ ଯଦି କଣ ହେବ, ସେଠି ତାଙ୍କ ସାଙ୍ଗମାନେ ରହୁଥିଲେ ବୋଲି ସେ କ୍ୟାମ୍ପରେ ଖୋଜୁଥିଲେ ତାଙ୍କ ପାଇଁ ଜାଗା କେଉଁଠି ଅଛି,ପାର୍ସି ସହାୟତାକୁ ମିଛର ସହିତ ତାଙ୍କୁ ଯିବାର ନଥିଲା,ଯିଏ ପାର୍ସୀର କ୍ୟାରିଅର ଟେକର,ସେହି ବୁଢା ପାର୍ସି ଥିଲେ,ଯିଏ ସେହି ଜାଗାକୁ ବୁଲିବାକୁ ସେ ତାଙ୍କୁ ଦେଖୁଥିଲେ,ରେଜିଷ୍ଟରରେ ତାଙ୍କ ନାମ ପାର୍ସି ମେଣ୍ଟେନ କଲେ
ଖୁସି ମୋ ଜୀବନରେ ଆସିନଥିଲା,ସେହି ପ୍ରକୃତ ଖୁସି କେଉଁଠି ମୋ ଜୀବନରେ ଅଛି ,ମୁଁ ସେଠି ଟାଇମ କେମତି ବିତେଇଲି,ସକାଳେ ୱେଟର ମୋ ପାଇଁ ଚା ନେଇକି ଆସିଲେ,9.30ରେ ସେ ମୋ ପାଇଁ ବ୍ରେକଫାଷ୍ଟ ନେଇ ଆସିଲେ,ସେ ରାତି 8.30ରେ ମୋ ପାଇଁ ରାତ୍ରି ଭୋଜନ ଆଣୁଥିଲା,ସେ ମୋ ରୁମରେ ନଥିଲା,ଚିନ୍ତାକରି ମୁଁ ତା ସାଙ୍ଗରେ ଯେତେପର୍ଯ୍ୟନ୍ତ ହେବ ସମୟ ବିତେଇପାରୁଥିଲି ,ମୁଁ କଥାବାର୍ତା କରିବିତ କାହା ସହିତ ମୁଁ ପୁରା ଅନ୍ଧାର ହଲରେ ରହୁଥିଲି,କେହିନଥିଲେ ସେତେବେ\ଲେ ମୋ ପାଖରେ ଯାହା ସହିତ ମୁଁ ସୁଖଦୁଃଖ ବାଣ୍ଟିପାରିବି,ବହିପାଢ଼ି ମୁଁ ସବୁଦିନ କିଛି ନୂଆ ଜ୍ଞାନ ସିଖୁଥିଲି,ମୋ ଭଉଣୀର ଯିଏ ପୁଅ ଥିଲା,ପାର୍ଶିମାନେ ଆମ୍ବେଦକରଙ୍କୁ କହୁଥିଲେ କିଏ ତୁମେ କେଉଁଠୁ ଆସିଛ ,ତୁମ ସାହସ କେମିତି ହେଲା ଏଠି ରହିବାପାଇଁ,ସେମାନେ କହିଲେ ସନ୍ଧ୍ୟାଯାଏଁ ସମୟ ଅଛି,ତୁମ ଜିନିଷ ପତ୍ର ବାନ୍ଧି ସଜାଗ ରୁହ,ଏଠୁ ବାହାରିଯିବାପାଇଁ କହିବାକୁ ଗଲେ ସେହି ଜାଗା ଜେଲ କୋଠରିଠୁ କମ ନଥିଲା,ସେହି ଜାଗର କଣ ଗୁରୁତ୍ୱପୂର୍ଣ୍ଣ କଥା ନଥିଲା,ଆମ୍ବେଦକର କହିଛନ୍ତି ସେ ହିଁ ଜାଣନ୍ତି,ମୁଁଗୋଟେ ଭଲ ସାଙ୍ଗ ଘରକୁ ଯାଇଥିଲି,କିନ୍ତୁ ସେ କହିଲା ତୁ ଆସିଲେ ସବୁ ଚାକର ମୋ ଘରୁ ପଳେଇବେ,ତାର ସବୁ ଅଭ୍ୟାସ ମୋତେ ପସନ୍ଦ ଆସିନଥିଲା,ଆଉ ମୁଁ ତା ଘରକୁ ଯାଇ ସବୁ କିଛି ନେବି ନା ନାହିଁ ସେ କଥା ଭାବିଥିଲି,ମୁଁ କେଉଁ ଅଫିସରେ ରହି କଣ କାମ କରିବି ସେହି ବିଷୟରେ ଭାବୁଥିଲି, ନିଜ ଅଫିସ ଯାଇଥିଲି କଁ ନିଷ୍ପତି ନେବି ସେହି ବିଷୟରେ ଭାବୁଥିଲି,ଏବେ ମୋ ପାଖରେ ଗୋଟେ ରାସ୍ତା ଥିଲା ବମ୍ବେ ଫେରି ପଳେଇବି,ଟ୍ରେନ ରାତି 9ଟାରେ ଥିଲା ବୋଲି ଭାବିଲି,ମୋର ବାପା ମାଙ୍କ କଥା ବହୁତ ମାନେ ପଡୁଥିଲା,8ଟାରେ ଗାର୍ଡେନରୁ ବାହାରି କେୟାର ଟେକରକୁ ଦେଖି କାମ କରିଥିଲି,ଖୁସି କେବଳ ଏହି କଥାର ଥିଲା ମୋତେ ରହିବାପାଇଁ