ତୁଳସୀକୁ କିପରି ବ୍ୟବହାର କଲେ,ସିଏ ଆମ ସ୍ୱାସ୍ଥ୍ୟ ପାଇଁ ହିତକାରୀ ହୋଇଥାଏ

ତୁଳସୀ ଖାଇଲେ କଣ ସବୁ ଉପକାର ହୋଇଥାଏ,ତୁଳସୀରେ 100ରୁ ଅଧିକ ପ୍ରଜାତିର ତୁଳସୀ ଗଛ ଅଛି,ତୁଳସୀ ଆମ ଶରୀର ଉପରେ ଅଧିକ ପ୍ରଭାବ ପକାଇଥାଏ,ଏହାର ପ୍ରଭାବ ଆମର ହଜମକ୍ରିୟା,କେଶ,ହୃତପିଣ୍ଡ ,ଲିଭର,ତ୍ୱଚା ଏବଂ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ,ଆମେ ସାଧାରଣତଃ ଦୁଇପ୍ରକାର ତୁଳସୀ ଦେଖୁଥାଉ,ଗୋଟେ ପ୍ରକର ତୁଳସୀ ପତ୍ର ସବୁଜ ଦେଖିଥାଉ,ଆନୀତିର ଶ୍ୟାମଳ ରଙ୍ଗ ହୋଇଥାଏ,ଆମେ ଜାଣିବା ଏହି 2 ପ୍ରକାର ତୁଳସୀରୁ କିଏ ଅଧିକ ଲାଭଦାୟକ ହୋଇଥାଏ ,ତୁଳସୀକୁ କେତେ ମାତ୍ରାରେ ବ୍ୟବହାର କରିବାର ଦରକାର,

ତୁଳସୀର ଫାଇଦା ବିଷୟରେ,ପ୍ରଥମଟି ହେଲା ଆମର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରେ,ତୁଳସୀ ଆମର th1,th2ra functionku improve କରେ,th1,th2 ଆମ ରାଜପ୍ରତିରୋଧକ ଶକ୍ତିର ଗୁରୁତ୍ୱପୂର୍ଣ୍ଣ କୋଷ ହୋଇଥାଏ,ଯାହା ଆମର ଇମ୍ୟୁନ responceକୁ ତ୍ୱରାନ୍ୱିତ କରେ,ଏହା ସମସ୍ତ ପ୍ରକାର virus ଓ infectionରୁ ଦୁରେଇ ରହିଥିବା କୋଷକୁ ନଷ୍ଟ କରିବାପାଇଁ ସାହାଯ୍ୟ କରେ ତୁଳସିରେ ଥିବା antibacterial ଗୁଣ ଯୋଗୁଁ ଆମକୁ ଥଣ୍ଡା,କାଶ,କଫ ଇତ୍ୟାଦିରୁ ରକ୍ଷା କରିଅଣାଥାଏ,ବିଭିର୍ଣ୍ଣ ଚେମିକାଲରୁ ଦୁରେଇ ରଖେ,

ଆମେ ଯେତେବେଳେ ସବୁ ପନିପରିବା ଖାଇଥାଉ ସେଥିରେ କପର ସଲ୍ଫଏଟ ରହିଥାଏ,ଏହାଛଡା ଇଲେକ୍ଟ୍ରିକ କାମ ଓ ଘର ସଫା କରିବାପାଇଁ ଆମେ କେମିକାଲର ବ୍ୟବହାର କରିଥାଉ,ଏହି ସମସ୍ତ ପ୍ରକାର କେମିକାଲର ଖରାପ ପ୍ରଭାବ ଆମର ଇଣ୍ଟେରନାଲ ଅର୍ଗାନ ଯେପରି କିଡ଼ନି,ବ୍ରେନ,ସ୍କିନ,ହେୟାର ଉପରେ ପଡିଥାଏ,ଯାହା ବିଷୟରେ ଆମକୁ ଜଣାପଡ଼ିନଥାଏ,ତୁଳସୀ ଗୋଟେ ଏମିତି ଔଷଧ ଅଟେ ଯାହା ଏହି ସମସ୍ତ ପ୍ରକାର କେମିକାଲରୁ ହେଉଥିବା ହାନିକାରକ ପ୍ରଭାବ କମ କରିଦେଇଥାଏ,ତୁଳସି ଶ୍ୱାସକ୍ରିୟା ଜନିତ ସମସ୍ୟା ଦୂର କରେ,ତୁଳସୀ ଆମର ଫୁସଫୁସ ସହିତ ରୋଗୀପାଇଁ ଲାଭଦାୟକ ହୋଇଥାଏ,ତୁଳଶିରେ ୟୁଜେନାଲ ନାମକ ଉପାଦାନ ରହିଥାଏ,ଯାହାକି ନାକବନ୍ଦ ହୋଇଯିବା,ସାଇନସ,ଆଜ୍ମା,ବ୍ରୋଙ୍କାଇଟିସ,ଏବଂ ଶ୍ୱାସକ୍ରିୟା ଜନିତ ରୋଗ ଭଲ ହୋଇଥାଏ,ପାଞ୍ଚାମଟି ରକ୍ତ ସଫା କରେ,ତୁଳସୀ ପତ୍ରରେ ଥିବା ରସକୁ କିମ୍ବା ଏହାର ପେଷ୍ଟ ତିଆରି କରି ଏହାକୁ ଦାଗ,ପିମ୍ପଲ,ସ୍କିଂରେ ଥିବା ସମସ୍ୟା ପାଇଁ ଏହାକୁ ବ୍ୟବହାର କରାଯାଏ,ତୁଳସୀ ଆମର ଆନଯାଇଟି ,ସ୍ଟ୍ରେସ ଲେବଲର କଂ ହୋଇଥାଏ,ଆମର କୌଣସି କାର୍ଯ୍ୟ କରିବାର ଶକ୍ତି ଉପରେ ବୃଦ୍ଧି କରେ,

ତୁଳସୀ ଆମର ପାକସ୍ଥଳିର ସବୁ ସମସ୍ୟାକୁ ତ୍ୱରାନ୍ୱିତ କରେ,ବ୍ଳ୍ଡ଼ପ୍ରେସରକୁ ନିୟନ୍ତ୍ରଣ କରେ,
ତୁଳସୀକୁ କେମିତି ବ୍ୟବହାର୍ର କରିପାରିବ
ତୁଳସୀ ପାଉଡର,ତୁଳସୀ କ୍ୟାପ୍ସୁଲ,ତୁଳସୀର ଅର୍କ,ତୁଳସୀ ପତ୍ର ରସ ଖାଲିପେଟାରେ 4 ବୁନ୍ଦା ତୁଳସୀ ରସକୁ ସେବନ କରିପାରିବେ