ଯଦି ଆପଣ ପ୍ରତିଦିନ almonds ଖାଇବେ ଶରୀର ପ୍ରତିଦିନ ଉଜ୍ଜଳ ଦେଖାଯିବ,ପ୍ରଥମଟି ଓଜନ ହ୍ରାସ କରିବାରେ ସାହାଯ୍ୟ କରେ,almond ଖାଇଲେ ଭୋକ ଲାଗିନଥାଏ,ମସ୍ତିଷ୍କର ବିକାଶରେ ସହାୟକ ହୋଇଥାଏ,ଏଥିରେ ଫାଇବର,ପ୍ରୋଟିନ ସସବୁ ରହିଥାଏ, ଅଧିକ କ୍ୟାଲୋରି ଥିବା ଖାଦ୍ୟରୁ ଦୂରରେ ରହିବେ,ମସ୍ତିସ୍କ କ୍ରିୟାଶୀଳତା ରହିବ, almondsରେ ଫସଫରସ ରହିଥାଏ, ଦୃଷ୍ଟିଶକ୍ତି ଵୃଦ୍ଧି ହୋଇଥାଏ, ହୃଦଘାତର ସମ୍ଭାବନାକୁ ଦୂର କରିଥାଏ,ଅସ୍ଥିକୁ ଷ୍ଟ୍ରଙ୍ଗ କରେ,ଦାନ୍ତ ମଧ୍ୟ ମଜବୁତ ରହିଥାଏ,almonds ଖରାପ କୋଲେଷ୍ଟ୍ରଲକୁ ହ୍ରାସ କରିଥାଏ,କ୍ୟାନ୍ସରକୁ ଦୂର କରିଥାଏ,

ବ୍ଲଡ଼ ସୁଗାରକୁ କମ ରଖିଥାଏ,ଆଲମଣ୍ଡ ହେଉଛି ଡାଇଜେଷ୍ଟିଭ ସିଷ୍ଟମ ଠିକ ରଖିଥାଏ,ଏହା ହାଡ଼କୁ ମଜବୁତ ରଖେ ଓ ବ୍ଳଡପ୍ରେସରକୁ ସଠିକ ରଖିଥାଏ,ଆଲମଣ୍ଡରେ Ae,b1,b6 ଭଳି ତତ୍ୱ ରହିଛି,ଯାହା ଚୁଟି ପାଇଁ ଭଲ ହୋଇଥାଏ,ଚୁଟିର ଗ୍ରୋଥ ସହିତ ହେୟାରଫଲ କମ ହୋଇଥାଏ