ଫକୀର ମୋହନ ସେନାପତିଙ୍କ ଜୀବନ କାହାଣୀ ଓଡିଶାର ବାଲେଶ୍ୱର ଜିଲ୍ଲାର ମଲ୍ଲୀକାଶପୁରା ଗ୍ରାମରେ 13 ଜାନୁଆରୀ 1843 ମସିହାରେ ମକର ସଂକ୍ରାନ୍ତି ଦିନ ଜନ୍ମ ଗ୍ରହଣ କରିଥିଲେ,ପିଲାଟି ଦିନରୁ ସେ ତାଙ୍କ ମାତା ପିତାଙ୍କୁ ହରାଇ ବୃଦ୍ଧା ମାଙ୍କ ଦ୍ୱାରା ପାଳିତ ହେଉଥିଲେ,ତାଙ୍କର ପ୍ରକୃତ ନାମ ଥିଲା ବ୍ରଜମୋହନ,କିନ୍ତୁ ସେ ତାଙ୍କ ପିତାମାତାଙ୍କୁ ହରାଇ ଫକିର ବେଶ ଧାରଣ କରି ଅସହ୍ୟ ମାଙ୍କ ଦ୍ୱାରା ପାଳିତ ହେଉଥିଲେ ,ସେବେଠାରୁ ସେ ଫକୀର ମୋହନ ସେନାପଟି ନାମରେ ପରିଚିତ ହେଉଥିଲେ,ଫକୀର ମୋହନ ଗାଁ ବିଦ୍ୟାଳୟରୁ ଶିକ୍ଷା ଆରମ୍ଭ କରିଥିଲେ,ଏହାପରେ ସେ ଦେୱାନ ପଦରେ ମଧ୍ୟ କାର୍ଯ୍ୟ କରିଥିଲେ,

1856 ମସିହାରେ ଫକୀରମୋହନଙ୍କ ଲୀଳାବତୀଙ୍କୁ ବିବାହ କରିଥିଲେ,ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା,ଫକୀରମୋହନଙ୍କୁ 29 ବର୍ଷ ବୟସରେ ତାଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା,ଏହାପରେ ସେ କୃଷ୍ଣାକୁମାରୀ ଦେଇଙ୍କୁ ବିବାହ କରିଥିଲେ,ଯାହାଙ୍କର ପରବର୍ତୀ ସମୟରେ ମୃତ୍ୟ ହୋଇଯାଇଥିଲା,ବ୍ୟାସକବି ଫକୀରମୋହନ ସେନାପତି ହେଉଛନ୍ତି ଆଧୁନିକ ଓଡ଼ିଆର ସାହିତ୍ୟର ଜନକ,ସେ ପ୍ରଥମେ ଓଡିଡ଼ଆ ସାହିତ୍ୟିକର ଥିଲେ,ଯାହାଙ୍କର ସାହିତ୍ୟିକର ଗୁଡିକରେ ତତ୍କାଳୀନ ସମାଜର ନିଚ୍ଛକ ପ୍ରତିଛବି ସ୍ଥାନ ପାଇଛି,ସେ ସମୟରେ ପ୍ରଚଳିତ ଥିବା ଅନ୍ଧବିଶ୍ୱାସ,ବାଲ୍ୟବିବାହ,କୁସଂସ୍କାର,ଗରିବ ଉପରେ ଧନୀଙ୍କର ଅତ୍ୟାଚାର ଆଦି ତାଙ୍କ ରଚନା ଗୁଡିକରେ ଦେଖିବାକୁ ମିଳିଥାଏ,

ଓଡ଼ିଆ ଭାଷାର ପ୍ରଗତି ଦିଗରେ ସେ ନିଜ ଜୀବନକୁ ସମର୍ପିତ କରିଥିଲେ,ଜୀବନ ବ୍ୟାପି ଆମ ମାତୃଭାହସର ଅଗ୍ରଗତି ଦିଗରେ ସେ କାର୍ଯ୍ୟରତ,ଫକୀରମୋହନ ସେନାପତି ଅନେକ ,ଉପନ୍ୟାସ,ନାଟକ,ପ୍ରବନ୍ଧର ସ୍ରଷ୍ଟା,ତାଙ୍କର ଉପନ୍ୟାସ ଗୁଡିକ ମଧ୍ୟରେ ଛମାଣ ଆଠଗୁଣ୍ଠ,ମାମୁଁ, ଲଛମା,ପ୍ରାଯଶ୍ଚିତ ପାଠକ ମହଲରେ ବେଶୀ ଆଦୃତ ଲାଭ କରିଛି,ଏସବୁ ଉପନ୍ୟାସରେ ସେ ଜୀବନର ବାସ୍ତବତାକୁ ଚିତ୍ରଣ କରିଛନ୍ତି,ଏଗୁଡିକ ମଧ୍ୟରେ ଚରିତ୍ର ଚିତ୍ରଣ,ଭାବ,ବସ୍ତୁ ଆଦି ଚମକୃତ ହୋଇଛି,

ସେ ଅନେକ କ୍ଷୁଦ୍ର ଗଳ୍ପ ମଧ୍ୟ ଲେଖିଛନ୍ତି,ଡାକ ମୁନସୀ,ରେବତୀ,ଅଧର୍ମ,ବିତ୍ତ ଏହିପରି ଅନେକ କ୍ଷୁଦ୍ର ଗଳ୍ପର ସ୍ରଷ୍ଟା ରୂପେ ନିଜକୁ ପ୍ରତିଷ୍ଟିତ କରିପାରିଛନ୍ତି, ତାଙ୍କ ଦ୍ୱାରା ଲିଖିତ ରେବତୀ ହେଉଛି ଓଡ଼ିଆ ସାହିତ୍ୟର ପ୍ରଥମ କ୍ଷୁଦ୍ର ଗଳ୍ପ,ତାଙ୍କ ଜୀବନ ଦୁଃଖ ଓ ସଂସ୍ପର୍ଶରେ ପପରିପୂର୍ଣ୍ଣ ଥିଲା,ସେ ସମୟରେ ପ୍ରଚଳିତ ଗ୍ରାମୀଣ ଜୀବନରେ ଜାତିପ୍ରଥା,ଧ୍ୱନି ଗରିବ ଭେଦଭାବ ମହିଳାଙ୍କ ପ୍ରତି ଅତ୍ୟାଚାର ,ଶୋଷକ,ଶିଶୁ, ବିଧବା ସମସ୍ୟା,କୁସଂସ୍କାର,ଅନ୍ଧବିଶ୍ୱାସ,ଏସବୁ ବିରୋଧରେ ତାଙ୍କର ରେବତୀ ରାଚ୍ଛାନା କରି ଯେଉଁ କୃତିତ୍ୱ ହାସଲ କରିଛନ୍ତି,ତାହା ତାଙ୍କୁ ଚିରଦିନ ପାଇଁ ଆମ ନିକଟରେ ଅମର କରି ରଖିଥିବ