ଜଳ ହେଉଛି ଜୀବନ୍,ଜଳ ସମ୍ପଦ ସଞ୍ଚୟ କରିବା ଆମର ପ୍ରଧାନ ଲକ୍ଷ୍ୟ,ଜଳ ହେଉଛି ଆମ ଜୀବନର ଅମୂଲ୍ୟ ସମ୍ପଦ,ଆମ ପୃଥିବୀ ହେଉଛି ଜଳ ସମ୍ପଦରେ ପରିପୂର୍ଣ୍ଣ,ଜଳ ଏହି ପୃଥିବୀରେ ଆମ ଜୀବନର ପରିପୂର୍ଣ୍ଣତାରେ ପୂର୍ଣ୍ଣ,ଆମର ଜଳ ହେଉଛି ନିତ୍ୟାନ୍ତ ଆବଶ୍ୟକ,ସବୁପ୍ରକାର କାମ ନିମନ୍ତେ ଘର ସଫାସୁତୁରା ରଖିବାପାଇଁ ଓ ରୋଷେଇ,ପିଇବା ନିମନ୍ତେ

୧. ଏହି ପୃଥିବୀରେ ଜଳ ପ୍ରଦୂଷଣ ଗୋଟେ ସାମାନ୍ୟ କଥା ହୋଇଗଲାଣି

୨. ଆମର ଶିଳ୍ପ,ପରିବେଶ ବହୁତ ପ୍ରଦୂଷଣ ହୋଇଗଲାଣି,ବାଯୁମଣ୍ଡଳର ଉତ୍ତାପ ବଢିଗଲାଣି,ଏଣେତେଣେ ଅଳିଆ ଆବର୍ଜନା ନିମନ୍ତେ ଜଳ ପ୍ରଦୂଷିତ ହେଉଛି

ଜଳକୁ ସୁରକ୍ଷିତ ରଖିବା କିପରି ?

୧.ସବୁଠୁ ସ୍ୱଛ ଜଳକୁ ଅଧିକ ସମୟ ପର୍ଯ୍ୟନ୍ତ ଖର୍ଚ୍ଚ କରିବାନାହିଁ ଯେତିକି ଦରକାର ସେତିକି ଖର୍ଚ୍ଚ କରିବା

କେତେକ ଉପାୟରେ ଜଳକୁ ସୁରକ୍ଷିତ କରିବା

୨. କିପରି ଆମେ ଜଳକୁ ସୁରକ୍ଷିତ ରଖିବା ଆମର ଓ ଅନ୍ୟମାନଙ୍କର ନିଜ ବ୍ୟକ୍ତିତ୍ୱର ଦାୟିତ୍ୱ ରହିବା ଉଚିତ.

ବର୍ଷ୍ରା ଜଳକୁ ସୁରକ୍ଷିତ କରି ଓ ତାକୁ ସଂଚୟ କରି ବଗିଚାରେ ଦେବା ଉଚିତ

୩.ଆମେ କିଛି ଅଳ୍ପ ଜଳକୁ ନେଇ ଦ୍ଭିନ୍ନ ଦ୍ଭିନ୍ନ କାର୍ଯ୍ୟରେ ଲଗାଇବା ଉଚିତ

୪.ସବୁଦିନ ସ୍ୱଛ ଜଳ ବ୍ୟବହାର କରନ୍ତୁ ଓ ପାଣିକଳର ଯତ୍ନ ନିଅନ୍ତୁ