ଅମୃତଭଣ୍ଡା ଖାଇବାର ଉଇପକାରିତା ବିଷୟରେ,ଏହା କଞ୍ଚା ଏବଂ ପାଚିଲା ଖାଇଲେ ସ୍ୱାସ୍ଥ୍ୟପାଇଁ ବହୁତ ଲାଭଦାୟକ ହୋଇଥାଏ,ଅମୃତଭଣ୍ଡା ଖାଇବା ଯୋଗୁଁ ସ୍ୱାସ୍ଥ୍ୟପାଇଁ ହିତକାରୀ ହୋଇଥାଏ ଅମୃତଭଣ୍ଡା କଣ ସବୁ ପ୍ରୋଟିନ,ଭିଟାମିନ ରହିଥାଏ, ଅମୃତଭଣ୍ଡାର ଫାଇବର,ପୋଟାସିୟମ,ଭିଟାମିନ ରହିଥାଏ,ହୃଦୟ ସମ୍ବନ୍ଧିତ ରୋଗ ଭଲ ହୋଇଥାଏ,ହଜମ କ୍ରିୟା ଭଲ ହୋଇଥାଏ,ଅମୃତଭଣ୍ଡା ଖାଇଲେ ଆମ ଦୃଷ୍ଟିଶକ୍ତି ଭଲ ହୋଇଥାଏ ,ତ୍ୱଚାକୁ ସୁସ୍ଥ ରଖିଥାଏ,ବୟସ ବଢିବା ଯୋଗୁଁ ସ୍କିନରେ ପଡିଥିବା କୁଞ୍ଚରୁ ମୁକ୍ତି ମିଳିଥାଏ,

ପାଚିଲା ଅମୃତଭଣ୍ଡା ଫେସପ୍ୟାକରେ ଲଗେଇଲେ ଫେସର ସ୍କିନକୁ ଗ୍ଲୋ କରିଥାଏ,ଅମୃତଭଣ୍ଡାର ପତ୍ରର କେଶର ଲଗେଇଲେ କେଶକୁ ମଜବୁତ ରଖୀଥାଏ,କେଶପାଇଁ ଅଧିକ ବହୁତ ଉପକାରୀ ହୋଇଥାଏ , ଗାଉଟ ରୋଗଯୋଗୁଁ ହେଉଥିବା ଯନ୍ତ୍ରଣା ଭଲ ହୋଇଥାଏ,ଅମୃତଭଣ୍ଡାରେ ଭିଟାମିନ-A,ଭିଟାମିନ-C,ଭିଟାମିନ-E ରହିଥାଏ ଏବଂ ଗଣ୍ଥିଫୁଲା ରୋଗ ସମ୍ଭାବନା ଅଧିକ ରହିଥାଏ