ଖିସମିସରେ କେତେ ପ୍ରକାର ଭିଟାମିନ ଥାଏ- କାର୍ବୋହାଇଡ୍ରେଡ,ପ୍ରୋଟିନ୍,କୋଲେଷ୍ଟଲ,ଡାଇଟେରି ଫାଇବର୍,ସୋଡିୟମ୍,ପୋଟାସିୟମ,କ୍ୟାଲସିୟମ୍,ସଲଫର,ମ୍ୟାଗ୍ନେସିୟମ୍,ମାନ୍ଗାନିଜ୍,ଫସଫରସ ମୁଖ୍ୟ ରୁପ ରେ ରହିଥାଏ,

ଖିସମିସ ଖାଇଲେ କଣ ସବୁ ଉପକାର ହୁଏ ?

ଖିସମିସ ଖାଇଲେ ଡାଇଜେସନରେ କାମ ଦେଇଥାଏ,ରେଡ ବ୍ଲଡସେଲ ଜେନେରେଟ ହୋଇଥାଏ,ସିଏ ଆଣ୍ଟିଅକ୍ସିଡେଣ୍ଟ ରୂପେ କାମ ଦେଇଥାଏ,ଆଖିକୁ ସୁସ୍ଥ ରଖେ,ପାଟି ଗନ୍ଧେଇଲେ,ଆମ ପାଟିଗନ୍ଧ ଦୂର ହୋଇଥାଏ, ଯଦି ଆପଣ ଖିସମିସ ଖାଉଛନ୍ତି ଖରାପ କୋଲେଷ୍ଟ୍ରଲ ବାହାରିଥାଏ,ଭଲ କୋଲେଷ୍ଟ୍ରଲ ଆମ ଭିତରକୁ ଯାଏ,ସିଏ ଆମ ହାଡକୁ ବହୁତ ସୁସ୍ଥ ଏବଂ ମଜବୁତ ରଖିବାରେ ସାହାଯ୍ୟ କରେ,,ଲଭର ଏବଂ କିଡନିରେ ଯଦି କୌଣସି ବିଷାକ୍ତ ଦ୍ରବ୍ୟ ରହିଥାଏ,ସିଏ ମଧ୍ୟ ବାହାରିଥାଏ,ଖିସମିସ ଖାଇଲେ ବ୍ଲଡ ସର୍କୁଲେସନ ,ବ୍ଲଡ ପ୍ରେସର୍, ବ୍ଲଡ ସୁଗାର ଲେବଲ କଣ୍ଟ୍ରୋଲ୍ ଭଲ ହୋଇଥାଏ,

ଖିସମିସ ଖାଇଲେ ଆମର ବିଭିର୍ନ ପ୍ରକାର ରୋଗ ଭଲ ହୋଥାଏ ?

ଯେପରି କନଷ୍ଟିପେସ,କିଡନିଷ୍ଟୋନ,କିଡନିଷ୍ଟୋନ୍,ରୋଗ ଇତ୍ୟାଦି ସବୁ ଭଲ ହୋଇଥାଏ,ଆନିମିଆ,କ୍ୟାନ୍ସର୍,ଟିଉମର ଇତ୍ୟାଦି ଭଲ ହୋଇଥାଏ,