ଜୁଆଣି ଖାଇଲେ ପାଚନ ଶକ୍ତି ଠିକ ହୋଇଥାଏ,ଜୁଆଣି ଖାଇଲେ ମେଟାବୋଲିଜିମ ବଢିଥାଏ,ହଜମ କ୍ରିୟା ଭଲ ହୋଇଥାଏ,କୋଷ୍ଠକାଠିନ୍ୟ,ବଦହଜମି,ଗ୍ୟାସ୍ଟ୍ରିକ,ଡାଇରିଆ ଭଳି ସମସ୍ୟା ଦୂର ହୋଇଥାଏ,ଜୁଆଣି ପୋଷକ ତତ୍ୱ ପାଚକ ରସ କ୍ଷରଣକୁ ତ୍ୱରାନ୍ୱିତ କରେ,ଦ୍ୱିତୀୟଟି ଥଣ୍ଡା ଓ ସର୍ଦ୍ଦିକୁ ଭଲ କରିଥାଏ,ଯୁଆଣୀକୁ ଗୋଟେ କପଡ଼ାରେ ବାନ୍ଧି ବାରମ୍ବାର ଶୁଙ୍ଘିଲେ ମୁଣ୍ଡବିନ୍ଧା ସମସ୍ୟା ଦୂର ହୋଇଥାଏ,ଶ୍ୱାସ ରୋଗ ଭଲ ହୋଇଥାଏ,ଜୁଆଣି ପାଣି ପିଇଲେ କଫ ସବୁ ବାହାରିଥାଏ,ଶ୍ୱାସ ରୋଗୀକୁ ଶ୍ୱାସ ନେବାକୁ କଷ୍ଟ ହୋଇନଥାଏ

ରେ କ୍ୟାଲସିୟମ,ପୋଟାସିୟମ,ଫସଫରସ,ଆୟୋଡିନ,କେରେଟିନ ନାମକ ପୋଷାକ ତତ୍ୱ ଥାଏ,ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ,ଯୁଆଣୀ ପୁରାତନ ଯୁଗରୁ ଅନେକ ବ୍ୟବହାର କରାଯାଇଆସିଛି

ଜୁଆଣି ଖାଇଲେ ପାଚନ ଶକ୍ତି ଠିକ ହୋଇଥାଏ,ଜୁଆଣି ଖାଇଲେ ମେଟାବୋଲିଜିମ ବଢିଥାଏ,ହଜମ କ୍ରିୟା ଭଲ ହୋଇଥାଏ,କୋଷ୍ଠକାଠିନ୍ୟ,ବଦହଜମି,ଗ୍ୟାସ୍ଟ୍ରିକ,ଡାଇରିଆ ଭଳି ସମସ୍ୟା ଦୂର ହୋଇଥାଏ,ଜୁଆଣି ପୋଷାକ ତତ୍ୱ ପାଚକ ରସ କ୍ଷରଣକୁ ତ୍ୱରାନ୍ୱିତ କରେ,ଦ୍ୱିତୀୟଟି ଥଣ୍ଡା ଓ ସର୍ଦ୍ଦିକୁ ଭଲ କରିଥାଏ,ଯୁଆଣୀକୁ ଗୋଟେ କପଡ଼ାରେ ବାନ୍ଧି ବାରମ୍ବାର ଶୁଙ୍ଘିଲେ ମୁଣ୍ଡବିନ୍ଧା ସମସ୍ୟା ଦୂର ହୋଇଥାଏ,ଶ୍ୱାସ ରୋଗ ଭଲ ହୋଇଥାଏ,ଜୁଆଣି ପାଣି ପିଇଲେ କଫ ସବୁ ବାହାରିଥାଏ,ଶ୍ୱାସ ରୋଗୀକୁ ଶ୍ୱାସ ନେବାକୁ କଷ୍ଟ ହୋଇନଥାଏ

ଥଣ୍ଡାରୁ ଦାନ୍ତ ଏବଂ କାନ ବିନ୍ଧୁଥିଲେ ଜୁଆଣି ଖାଇଲେ ଏହି ସମସ୍ୟା ଦୂର ହୋଇଥାଏ,ଚୁଟି ଧଳା ହେବା ସମସ୍ୟା ଦୂର ହୋଇଥାଏ,ଜୁଆଣୀର ବ୍ୟବହାର ଦ୍ୱାରା ଏହା ଭଲ ହୋଇଥାଏ,ଗୋଟିଏ ପାତ୍ରରେ ଭୃସଙ୍ଗ ପତ୍ର,କିଛି କିସମିସ,ଗୋଟେ ଚାମଚ ଜୁଆଣି ନେଇ ତାକୁ ଫୁଟାନ୍ତୁ ଏହି ମିଶ୍ରଣକୁ ପ୍ରତିଦିନ ପିଇଲେ ଚୁଟି ପାଚିଲା ସମସ୍ୟାରୁ ମୁକ୍ତି ମିଳେ

ଜୁଆଣିର ଆଣ୍ଟି ଇନଫ୍ଲାମେଟୋରି ଗୁଣ ଆଣ୍ଠୁଗଣ୍ଠି ପେନଙ୍କୁ ଭଲ କରିଥାଏ,ଜୁଆଣୀକୁ ପେଶି ଏକ ପେଷ୍ଟ ବାହାର କରନ୍ତୁ ଏହି ପେଷ୍ଟକୁ ଆନ୍ଠୁଗାଣ୍ଠି ବଥା ହେଉଥିବା ସ୍ଥାନରେ ଲଗାନ୍ତୁ, ଜୁଆଣିକୁ ପାଣିରେ ମିଶାଇ ସେହି ପାଣିରେ ଗୋଡ଼ 30 ମନିଟ ବୁଡେଇ ମରଖନ୍ତୁ ବୁଡେଇ ରଖୁଲେ ଏହି ବ୍ୟଥା ଦୂର ହୋଇଥାଏ

କିଡ୍ନୀ ଷ୍ଟୋନ ଭଲ କରେ,ଗୋଟେ ଚାମଚ ମହୁ,ଗୋଟେ ଚମଚ ଜୁଆଣି,ଗୋଟେ ଚାମଚ ଭିନେଗାର ସହିତ ମିକ୍ସ କରି ସେବନ କଲେ କିଡ୍ନୀ ଷ୍ଟୋନ ଭଲ କରିଥଏ

ଡାଇବେଟିସରୁ ରକ୍ଷା କରେ,ପ୍ରତ୍ୟକ ଦିନ ଜୁଆଣି ପାଣି ପିଲଲେ ସକାଳୁ ଖାଲିପେଟରେ ପିଇଲେ ଡାଇବେଟିସ ହେବାର ସମ୍ଭାବନା କମିଯାଏ

ଜୁଆଣି ଜୁସ ବନେଇବାପାଇଁ 2 ଚାମଚ ଜୁଆଣିକୁ ଫୁଟାଇ ଏକ ପାତ୍ରରେ ରଖନ୍ତୁ,ଏହି ମିଶ୍ରଣକୁ 2-3 ମିନିଟ ଫୁଟାନ୍ତୁ ଏହା ଉଷୁମ ହୋଇଗଲେ ଏହାର ଜୁସ ବନେଇ ଏହାର ସେବନ କରନ୍ତୁ