ପ୍ରତିଦିନ ଡାଳିମ୍ବ ଖାଇବାରେ joint pain ଦୂର କରିଥାଏ,ଯାହା swelling ଫୁଲାକୁ ଦୂର କରିଥାଏ, joint pain ହେଉଥିଲେ ଡାଳିମ୍ବ ଜୁସ ପିଇଲେ pain ଦୂର ହୋଇଥାଏ,ଯଦି ଆପଣ ଗୋଟେ ଡାଳିମ୍ବ ଖାଉଛନ୍ତି ତେବେ ଏହା ଉଚ୍ଚ ରକ୍ତଚାପ ସହିତ ଲଢ଼ିବାର ଶକ୍ତି ଦେଇଥାଏ,ପ୍ରତିଦିନ ୧୪୨ ଗ୍ରାମ ଡାଳିମ୍ବ ଖାଇବାଦ୍ୱାରା ରକ୍ତଚାପ କମ୍ ହୋଇଥାଏ,ଡାଲିମ୍ବ ଜୁସ ପିଲଲେ ହାର୍ଟ ସମସ୍ୟା ଦୂର ହୋଇଥାଏହୋଇଥାଏ,ଡାଳିମ୍ବରେ ଫ୍ଯୁନିସିକ ଏସିଡ ରକ୍ତ ସଞ୍ଚାଳନକୁ ଦୂର କରିଥାଏ,କ୍ୟାନସର ରୋଗ ଭଲ ହୁଏ,ଡାଲିମ୍ବ ଜୁସ ପିଲଲେ କ୍ୟାନସର ରୋଗ ଭଲ ହୁଏ,ଦାନ୍ତକୁ ଷ୍ଟ୍ରଙ୍ଗ କରେ,ତ୍ୱଚାକୁ ଚିକ୍କଣ କରେ. ଓଜନ ହ୍ରାସ କରିଥାଏ,ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ,ଉତ୍ତମ result ଦେଇଥାଏ,ଉତ୍ତମ ସ୍ୱାସ୍ଥ୍ୟ ହୋଇଥାଏ

ସବୁଦିନ ଡାଳିମ୍ବ ଖାଇଲେ ଆମପାଇଁ ବହୁତ ଲାଭଦାୟକ ହୋଇଥାଏ,ଡାଳିମ୍ବରେ ପୋଲିକ ଏସିଡ,ପୋଟାସିୟମ,ମ୍ୟାଗନେସିୟମ,ଫସଫରସ ଅଧିକ ମାତ୍ରାରେ ରହିଥାଏ,ଡାଳିମ୍ବରେ ପ୍ରଚୁର ମାତ୍ରାରେ ଫାଇବର ରହିଥାଏ,ପ୍ରତିଦିନ ସକାଳୁ ଖାଇବା ଉଚିତ, ପ୍ରତିଦିନ ଖାଇବାର ଏକଘଣ୍ଟା ପରେ କିମ୍ବା ପୂର୍ବରୁ ଖାଇବା ଉଚିତ,ଡାଳିମ୍ବରେ ବହୁତ ପରିମାଣରେ ଆଣ୍ଟିଅକ୍ସିଡେଣ୍ଟ ରହିଥାଏ,WBCକୁ ମଜବୁତ କରିଥାଏ,ରୋଗପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ,ହାଲିଆ ଓ ଦୁର୍ବଳ ଲାଗିଲେ ଡାଳିମ୍ବ ସେବନ କରନ୍ତୁ