ତୁଳସୀ ମାତା ଆମକୁ ଆଗକୁ ଆସୁଥିବା ସଙ୍କଟ ବିଷୟରେ ସୂଚନା ଦେଇଥାଏ,ଯେବେ କିଛି ଅଶୁଭ ହେବାକୁ ଥାଏ,ତୁଳସୀ ଆମକୁ କିଛି ଭଲ ସଙ୍କେତ ଦେଇଥାଏ,ତୁଳସୀକୁ ହରିବଲ୍ଳଭ କୁହାଯାଏ,ତୁଳସୀ ଶ୍ରୀହରିଙ୍କର ପ୍ରିୟ ହୋଇଥାଏ,ତୁଳସୀ ଏକପ୍ରକାର ମା ଲକ୍ଷ୍ମୀଙ୍କର ରୂପ ମନାଯାଏ,ଏହି କାରଣରୁ ହିନ୍ଦୁ ଧର୍ମରେ ବହୁତ ମାନ୍ୟତା ରହିଛି,ଘରର ସାମ୍ନାରେ ତୁଳସୀ ଗଛ ରହିଲେ ଶୁଭ ହୋଇଥାଏ,ଘର ସାମ୍ନାରେ ରହିଲେ ନକରାତ୍ମକତା ଶକ୍ତି ଦୂରରେ ରହିଥାଏ,ତୁଳସୀ ଗଛ ଗୋଟେ ମହତ୍ଵପୁର୍ଣ ଗଛ ହୋଇଥାଏ,ଘରକୁ ସୁଖ ସମୃଦ୍ଧି ପ୍ରଦାନ କରିଥାଏ,ତୁଳସୀ ଗଛ ଲଗାଇବାବେଳେ ଶାସ୍ତ୍ରରେ ଥିବା ମହତ୍ୱପୂର୍ଣ୍ଣ ନିୟମର ଧ୍ୟାନ ରଖିବା ଉଚିତ, ନହେଲେ ତୁଳସୀ ମା ରୁଷ୍ଟ ହୋଇଥାନ୍ତି

ତୁଳସୀର ଗଛକୁ କୌଣସି ପୁରୁଣା ପଥର ବା ଧାତୁର କୁଣ୍ଡରେ ଲଗାଇଥାନ୍ତି,ଏମିତି କେବେବି କରିବା ଉଚିତ ନୁହେଁ,ତୁଳସୀର ଗଛକୁ ସର୍ବଦା ମାଟିର କୁଣ୍ଡରେ ଲଗାଇବା ଉଚିତ,ତୁଳସୀର ଗଛକୁ ଭୂମିର ଉପରେ,ସ୍ୱଚ୍ଛ ସ୍ଥାନରେ ରଖୁବା ଦରକାର ଓ ପ୍ରତିଦିନ ପୂଜା କରିବା ଉଚିତ,ତୁଳସୀ ଗଛ ଅତ୍ୟନ୍ତ ସମଦାନଶୀଳ ଗଛ ହୋଇଥାଏ,ଘର ଉପରେ ଥିବା କୌଣସି ସଙ୍କଟ ଅଥବା ବିପତ୍ତିର ସନ୍ଦେଶ ମଧ୍ୟ ତୁଳସୀ ଗଛ ଦ୍ୱାରା ପ୍ରାପ୍ତ ହୋଇଥାଏ,ଜୀବନରେ ଭଲ ହେବାର ଥିଲେ କୌଣସି ଶୁଭ ସମାଚାର ଥିଲେ, ଧନର ପ୍ରାପ୍ତି ହେବାର ତୁଳସୀ ଗଛ ଆମକୁ ସଙ୍କେତ ଦେଇଥାଏ,ତୁଳସୀ ଗଛର ନୀରିକ୍ଷଣ କରିବା ଉଚିତ

ଶ୍ରୀକୃଷ୍ଣ କହିଛନ୍ତି ଯେଉଁ ମନୁଷ୍ୟ ତୁଳସୀର ପୂଜା କରିଥାଏ,ତାଙ୍କର ଘରେ ଦୁର୍ଗତି ହୋଇନଥାଏ ଏବଂ ତାଙ୍କୁ ମୃତ୍ୟୁ ପରେ ନର୍କକୁ ଯିବାକୁ ପଡ଼ିନଥାଏ,ତୁଳସୀ ଗଛ ଶୁଖିବା ବହୁତ ଅଶୁଭ ମାନନ୍ତି ତେବେ କୌଣସି କାରଣରୁ ଆପଣଙ୍କ ସମୁର୍ଣ୍ଣ ଧନ ନଷ୍ଟ ହେଵାର ମସମ୍ଭାବନା ଥାଏ,ଆପଣଙ୍କୁ ବ୍ୟପାରରେ ବଡ କ୍ଷତିର ସମ୍ଭଵନା ଅଧିକ ଥାଏ,ଏମିତିରେ ତୁଳସୀ ଗଛ ଅଚାନକ ଶୁଖିଗଲେ ଏମିତିରେ ସେହି ଗଛକୁ ନଦୀରେ ପ୍ରବାହିତ କରିବା ଉଚିତ,ଏବଂ ସେହି ସ୍ଥାନରେ ନୂଆ ତୁଳସୀ ଗଛ ଲଗାଇବା ଉଚିତ,ତୁଳସୀ ଗଛ ପାଖରେ ନୂଆ ଛୋଟ ଛୋଟ ଗଛ ଉଠିଲେ ଶୁଭ ସଙ୍କେତ ହୋଇଥାଏ,ଏହା ଆପଣଙ୍କ ଘରେ ଖୁସି ଆସିବାର ସଙ୍କତେ ହୋଇଥାଏ

ତୁଳସୀ ଗଛ ଆପେଆପେ ଉଠିଗଲେ ମା ଲକ୍ଷ୍ମୀ ଆସିବାର ସଙ୍କେତ ହୋଇଥାଏ,ଯେଉଁଠାରେ ମା ଲକ୍ଷ୍ମୀ ସ୍ୱୟଂ ଚାଲିକରି ଆସିଥାନ୍ତି, ସେଠାକାର ଗଛଲତା ନିଜେନିଜେ ହରାଭରା ହୋଇଥାନ୍ତି, ତୁଳସୀର ପତ୍ରଗୁଡିକ ହରାଭରା ହୋଇଯିବା,ହରାଭରା ହେଲାପରେ ମଧ୍ୟ ଯତ୍ନ କରିବା ସତ୍ୱେ ନିଜେନିଜେ ଛିଡିଯିବା ଏହାକୁ ଅଶୁଭ ସଙ୍କେତ ମନାଯାଇଥାଏ, ଘରେ ଅଶାନ୍ତି ଓ କ୍ଳେଶର ବାତାବରଣ ହୋଇଥାଏ,ଯଦି ତୁଳସୀ ଗଛ ହରାଭରା ହୋଇଥାଏ ତେବେ ଘରକୁ ସୁଖସମୃଦ୍ଧି ଆସିଥାଏ