ପିଆଜ ଖାଇଲେ ଥଣ୍ଡା,କାଷ,କଫ ରୋଗ ଭଲ ହୁଏ , ପିଆଜ ଖାଇଲେ ଇନ୍ସୁଲିନ୍, ସ୍ଲିପିଂଗ ଡିଜ ଅର୍ଡର ରୋଗ ଭଲ ହୁଏ,ପିଆଜ ଖାଇଲେ ଡାଇଜେସନ ଠିକ ହୁଏ,ଡାଇଜେସନ୍ ସମସ୍ୟା ଠିକ ହୋଇଥାଏ,ପିଆଜ ଜୁସ ପିଇଲେ ଚର୍ମ ରୋଗ ଭଲ ହୁଏ,ପିଆଜ ଖାଇଲେ କ୍ୟାନସର ରୋଗ ଭଲ ହୁଏ,ପିଆଜ ଖାଇଲେ ବ୍ଲଡ ସୁଗାର ଲେବଲ ଠିକ ହୋଇଥାଏ,ପିଆଜ ଖାଇଲେ ଆମ ଦେହରୁ colastrol ଲେବଲ କମିଥାଏ,ପିଆଜ ଖାଇଲେ ହାଡ ରୋଗ ସବୁ ଭଲ ହୁଏ,ପିଆଜ ଖାଇଲେ ତ୍ୱଚାର ସୁନ୍ଦରତା ବଢିଥାଏ ଏବଂ ଆଖିତଳେ ହେଉଥିବା ଡାର୍କ ସର୍କଲ ଦୁର ହୁଏ,ପିଆଜ ଖାଇଲେ ପିଆଜ ଖାଇଲେ ଦାନ୍ତ ରୋଗ ଭଲ ହୁଏ

ପିଆଜ ଖାଇଲେ ଆମ nervos system ରୋଗ ଭଲ ହୁଏ, ପିଆଜ ଖାଇଲେ ଏପିଲେପ୍ସି ରୋଗ ଭଲ ହୁଏ,ପିଆଜ ଜୁସ ଆମ ଚୁଟିରେ ଲଗେଇଲେ Dandruff, Fungal Infection ଅନ୍ୟ ପ୍ରକାର ସମସ୍ୟା ଦୁର ହୋଇଥାଏ,ପିଆଜରେ Anti oxygen ଥିବାରୁ ସିଏ ଆମର ହାର୍ଟ ରୋଗ ଭଲ କରେ, ପିଆଜ ଖାଇଲେ ବ୍ରେନରେ ଥିବା Toxyn ରୋଗ ଭଲ ହୁଏ,ବ୍ରେନକୁ ସୁସ୍ଥ ଓ ମଜ୍ବୁତ ରଖିଥାଏ,ପିଆଜ ମ୍ଂଜି ଖାଇଲେ ପାଟିର ରୋଗ ଭଲ ହୁଏ,କଳା ମଂଜିକୁ Antiasmatic କୁହାଯାଏ , ସିଏ ଆମର ଆସ୍ମା ଠିକ କରିବାରେ ବହୁତ ସାହାଯ୍ୟ କରେ