ସଜନା ଶାଗର ପତ୍ର,ଫଳ,କାଣ୍ଡ କୌଣସି ନା କୌଣସି ରୋଗକୁ ଭଲ କରିବାପାଇଁ ବ୍ୟବହାର କରାଯାଏ?

ସଜନା ପତ୍ରରେ ୪୬ ପ୍ରକାର ଆଣ୍ଟିଅକ୍ସିଡେଣ୍ଟ ରହିଥାଏ,ଏହା ଆମ ଶରୀରପାଇଁ ଗରମ ହେବାରୁ ଏହାକୁ ଶୀତ ଋତୁରେ ବ୍ୟବହାର କରାଯାଏ,ଏହା ଭିତରେ ଆଲକାଇନ ଥୀବାରୁ ଏହା ଆମ ଶରୀରର ଲିଭରକୁ ସଫା କରିବାରେ ସାହାଯ୍ୟ କରେ

୧. କେତେସବୁ ପୋଷକ ତତ୍ତ୍ବର କେତେ ପରିମାଣରେ ରହିଥାଏ,ପାଳଙ୍ଗ ଶାଗ ଅପେକ୍ଷା ୨୫ ଗୁଣ ଅଧିକ କ୍ୟାଲସିୟମ ଥାଏ

ଗୋଟିଏ ବିଡା ସଜନା ଶାଗରେ କମଳା ଲେମ୍ବୁ ଅପେଖ୍ଯା ଅଧିକ ପୋଷକ ତତ୍ତ୍ବ ରହିଥାଏ,ପାଳଙ୍ଗ ଶାଗ ଅପେକ୍ଷା ୧୫ ଗୁଣ ଅଧିକ କ୍ୟାଲସିୟମ ଥାଏ,ଏଥିରେ ୧୫ ଗୁଣ ଅଧିକ ପୋଟାସିୟମ ରହିଥାଏ କଦଳୀ ଅପେକ୍ଷା ଯଦି ଆପଣ ସବୁଦିନ ସଜନା ଶାଗ ଖାଉଛନ୍ତି,ଅନ୍ୟ ସମସତ ଫଳ ଓ ପନିପରିବା ଅପେକ୍ଷା ଅଧିକ ପୋଷକ ତତ୍ତ୍ବ ମିଳିଥାଏ,

କେଉଁ ସବୁ ରୋଗ ଦୂର କରିବାପାଇଁ ସଜନା ଶାଗର ବ୍ୟବହାର ହୋଇଥାଏ,ଯାହା ଶରୀରରେ ଆଇରନ ଥାଏ ଓ ହିମୋଗ୍ଲୋବିନ କମ ଥାଏ ତାଙ୍କ ପାଇଁ ସଜନା ଶାଗ ନିହାତି ଆବଶ୍ୟକ ହୋଇଥାଏ,ଯେଉଁ ଲୋକମାନଙ୍କୁ ଅସ୍ଥି ସମସ୍ୟା ଥାଏ,ଯେପରିକି joint pain Artharaits ରହିଛି ସେମାନେ ସଜନା ଶାଗ ସେବନ କରିବେ,ଯେଉଁ ଲୋକମାନଙ୍କୁ କିଡନି ଷ୍ଟୋନ, ହାଇ ବ୍ଲଡ଼ପ୍ରେସର,ଆଜ୍ମା ସମସ୍ୟା ରହିଛି ସେମାନେ ସଜନା ସାଗର ସେବନ କରିବେ ବହୁତ ଲାଭଦାୟକ ହେବ,

ଯଦି ଆପଣ ନିଜ ଶରୀରର ଚର୍ବିକୁ ହ୍ରାସ କରିବାକୁ ଚାହାନ୍ତି ସଜନା ଶାଗର ସେବନ କରନ୍ତୁ,ଏହା ମେଟାବୋଲିଜିମକୁ ଦୂର କରିଥାଏ,ଶରୀରର ରୋଗପ୍ରତିରୋଧକ ଶକ୍ତିକୁ ବଢ଼ିଥାଏ ,ମୁଣ୍ଡରୁ କେଶ ଝଡ଼ିବା ସମସ୍ୟା ଓ ରୁପି ହେବା ସମସ୍ୟାରୁ ରକ୍ଷା ପାଇବାପାଇଁ ଏହାକୁ ସେବନ କରନ୍ତୁ,ଯେଉଁମାନଙ୍କର ଡାଇବେଟିସ ସମସ୍ୟା ଥାଏ ସେମାନେ ସଜନା ଶାଗର ଜୁସ ସେବନ କଲେ ଡାଇବେଟିସ ନିୟନ୍ତ୍ରଣନରେ ରହିଥାଏ,ଏହା stress tensionରୁ ମୁକ୍ତି ଦେଇଥାଏ,ଯେଉଁ ଲୋକମାନେ ଥାଇରଏଡ ସମସ୍ୟା,ଯେଉଁମାନଙ୍କୁ ଅନିଦ୍ରା ହେବାର ସମସ୍ୟା ଅଛି ସେମାନେ ସଜନା ସାଗର ସେବନ କରନ୍ତୁ ଅନିଦ୍ରା ସମସ୍ୟା ଦୂର ହୋଇଥାଏ

୨. ସଜନା ଶାଗକୁ କେଉଁ ସମୟରେ କେତେ ମାତ୍ରାରେ ସେବନ କଲେ ଏହା ଶରୀର ପାଇଁ ଲାଭଦାୟକ ହୋଇଥାଏ


ସଜନା ଶାଗକୁ ଫ୍ରେସ ଜୁସ କରି ସଜନା ପତ୍ରକୁ ପାଣିରେ ପକାଇ ଫୁଟାନ୍ତୁ,ଏଥିରେ ମହୁ ମିଶାଇ ଏହାର ସେବନ କରିବେ କିମ୍ବା ସଜନା ଶାଗ କୌଣସି ତରକାରୀ କିମ୍ବା ଭଜାରେ ପକାଇ ପ୍ରସ୍ତୁତ କରିବେ ଯେମିତି ଚେଷ୍ଟା କରିବେ ଏହି ପତ୍ର ଅଧିକ ରନ୍ଧା ନହେଉ,କାରଣ ରନ୍ଧାହେଲେ ଏହାର ପୋଷକ ତତ୍ତ୍ୱ ନଷ୍ଟ ହୋଇଥାଏ, ସଜନା ପତ୍ରର ସେବନ କରିବା ସବୁଠାରୁ ଉପଯୁକ୍ତ ସମୟ ହେଉଛି ସକାଳେ ବ୍ରେକଫାଷ୍ଟ ସହ ଖାଇପାରିବେ,କାରଣ ଏହା ଆମକୁ ଶକ୍ତି ଯୋଗାଇଥାଏ,ଏଥିରେ ବିଭିର୍ଣ୍ଣ ପ୍ରକାର ଆମିନୋଏସିଡ ଥାଏ,ଏହା ୟୋଗୁଁ ଶରୀରେ energy ଆସିଥାଏ,

ଏହାର କିଛି side effect ମଧ୍ୟ ଅଛି,କିଛି ଲୋକଙ୍କୁ ଏହା ଠିକ ଲାଗେ ନାହିଁ,ତେଣୁ ଯେତେବେଳେ ଏହାକୁ ସେବନ କରିବେ ଅଳ୍ପ ଅଳ୍ପ କରି ସେବନ କରିବେ,ପ୍ରଥମେ ଅଳ୍ପ ଅଳ୍ପ ସେବନ କରିବେ,ଯଦି କିଛି ସମସ୍ୟା ରହିଥାଏ ଡକ୍ଟରଙ୍କ ସହ ପରାମର୍ଶ କରି ସେବନ କରିବେ