ଗଜାମୁଗ ଭିଟାମିନ-c ରେ ପରିପୂର୍ଣ୍ଣ ହୋଇଥାଏ,ମୁଗରେ ଶରୀର ପାଇଁ ଆବଶ୍ୟକୀୟ ଆମିନୋଏସିଡ ରହିଥାଏ,ସିଏ ଆମକୁ ରୋଗ ସଂକ୍ରମଣରୁ ରକ୍ଷା କରେ,ମୁଗକୁ ଆମେ କଞ୍ଚା ଏବଂ ଗଜା କରି ଖାଇଥାଉ,ଗଜାମୁଗରେ ଆଇରନ ଥିବାରୁ ଏହା ସେବନ କଲେ ରକ୍ତ ଅଭାବ ଦୂର ହୋଇଥାଏ,ଗଜାମୁଗ ଖାଇଲେ ମୋଟାପଣ ଦୂର ହୋଇଥାଏ,ଗଜାମୁଗରେ ଭିଟାମିନ-k ଥାଏ,କାରଣ ଗଜାମୁଗରେ ଆଇରନ ଥାଏ,ତ୍ୱଚା ଏବଂ କେଶ ସମସ୍ୟା ଦୂର ହୋଇଥାଏ,ରକ୍ତକୁ ସଫା କରେ,ଗଜାମୁଗରେ ଭିତାମିନ-c ଓ ଆଣ୍ଟିଅକ୍କ୍ସିଡେଣ୍ଟ ଥିବା ଯୋଗୁଁ ଏହା ଡାଇବେଟିସକୁ ନିୟନ୍ତ୍ରଣରେ ରଖିଥାଏ

ଗଜାମୁଗରେ ଭିଟାମିନ-B6 ଅଧିକ ଥିବାରୁ ସିଏ ଆମ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରେ,ଏହାକୁ ସକାଳେ ଖାଇବା ଭଲ ହୋଇଥାଏ,ଗଜାମୁଗରେ ଅଧିକ ଫାଇବର ଥିବାରୁ ଆମକୁ ଭୋକ ଲାଗିନଥାଏ,ଏହାକୁ ବିଭିର୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇପାରିବେ,ଏହା ପୋଷକ ତତ୍ତ୍ୱ ଅଭାବ ଦୂର କରିଥାଏ