ରବୀନ୍ଦ୍ରନାଥ ଟାଗୋର ଥିଲେ ଗୀତକାର,ନାଟ୍ୟକାର,ପ୍ରାବନ୍ଧିକ,ଚିତ୍ରକାର ସିଏ ବିଶ୍ୱରେ ପ୍ରଥମ ଗୁରୁ ରୂପେ ପରିଚିତ,ସେ ଦେଶରେ ଅଣାଇଉରୋପି ଭାବେ ପରିଚିତ, ତାଙ୍କ ରଚିତ ଦୁଇଟି ଦେଶର ଜାତୀୟ ସଂଗୀତ ରୂପେ ମାନ୍ୟତା ପାଇଛି,ହାଭାରତର ପ୍ରଥମ ସଂଗୀତ-ଜନଗଣମନ,ଦ୍ଵିତୀୟ ସଂଗୀତ-ଆମର ପେନର ବାଙ୍ଗଲା ଯାହାକି ଦେଶର ଜାତୀୟ ସଂଗୀତ ରୂପେ ମାନ୍ୟତା ପାଇଛି,1915 ମସିହାରେ ତାଙ୍କୁ ବ୍ରିଟେନର ରାଜା ନାଇଟଡୁ ଉପାଧି ପ୍ରଦାନ କରିଥିଲେ,ରବିନ୍ଦ୍ରନାଥଙ୍କ ଜନ୍ମ -1861 ,ମେ-7,ମୃତ୍ୟୁ-1941 ଅଗଷ୍ଟ 7,ପିତା-ଦେବେନ୍ଦ୍ରନାଥ ଠାକୁର,ମାତା-ସାରଦା ଦେବୀ,ପତ୍ନୀ ମୃଣାଳିନୀ ଦେବୀ

ତାଙ୍କ ରଚିତ ଗୀତାଞ୍ଜଳି,ଗୋରା,ଘରେ ବାହାରେ,କଣିକା,ରଚନାବଳୀ ଗୀତମାଲ୍ୟ ଇତ୍ୟାଦି