ସୁନ୍ଦରତା ବଢ଼ିଥାଏ । ଲେମ୍ବୁ ପାଣି ପିଇଲେ କିମ୍ବା ଖାଇଲେ ବିଭିନ୍ନ ପ୍ରକାର ରୋଗ ଭଲ ହୋଇଥାଏ । ଯେପରି ହାର୍ଟ ଡ଼ିଜିଜ୍, କର୍କଟ ରୋଗ, ଜ୍ୱର,ଥଣ୍ଡା ଭଲ ହୋଇଥାଏ । ଲେମ୍ବୁ ଖାଇଲେ ହାଇ ବ୍ଲଡ଼ପ୍ରେସର୍ କମିଯାଇଥାଏ। ଦିନକୁ ୨-୩ ଥର ଲେମ୍ବୁପାଣି ଖରାଦିନେ ପିଇଲେ କିମ୍ବା ଖାଇଲେ ଆପଣ ସୁସ୍ଥ ରହିବେ । ଲେମ୍ବୁ ମୁହଁରେ ଘସିଲେ ତ୍ୱଚାର ସୁନ୍ଦରତା ବଢିଥାଏ