ତ୍ରେତୟା ଯୁଗରେ ପ୍ରଚେତା ନାମକ ବ୍ରାହ୍ମଣଙ୍କ ପୁତ୍ରଙ୍କ ଜନ୍ମ ହେଲା,ଯାହାର ନାମ ବାଲ୍ମୀକି ହେଲା,ବାଲ୍ମିକୀଙ୍କ ଜନ୍ମ ଆଶ୍ୱିନ ପୂର୍ଣ୍ଣିମାରେ ହୋଇଥିଲା, ମହର୍ଷି ବାଲ୍ମିକୀଙ୍କ ପ୍ରଥମ ନାମ ଥିଲା ରତ୍ନାକର ଥିଲା,ତାଙ୍କ ଜନ୍ମ ବ୍ରାହ୍ମଣ କୂଳରେ ହୋଇଥିଲା,ସିଏ ଡ଼ାକୁମନଙ୍କ ସାଙ୍ଗରେ ରହିବା ଯୋଗୁଁ ସେ ଲୁଟ,ଚୋରି ହତ୍ୟା କରୁଥିଲେ,ଏହି କାମ ଜୀବନରେ ସାଧନା ଥିଲା,ଦ୍ୱଥିରେ ସେ ନିଜର ଭରଣପୋଷଣ କରୁଥିଲେ,ନିଜର ଜୀବିକା ନିର୍ବାହ କରୁଥିଲେ,ଦିନେ ତାଙ୍କର ଶ୍ରୀ ନାରଦଙ୍କ ସହ ଦେଖାହେଲା,ନାରଦ ଜଙ୍ଗଲ ରାସ୍ତା ଦେଇ ଯାଉଥିଲେ,ସେ ନାରଦଙ୍କୁ କହିଲେ ତୁମ ପାଖରରେ ଯାହାଅଛି ରଖିଦିଅ,ନହେଲେ ଜୀବନ ତ୍ୟାଗ ଅକରାଇବାକୁ ପଡିବ,ଏହି କଥା କହିଲେ

ସେତେବେଳେ ଦେବଶ୍ରୀ କହିଲେ ମୋ ପାଖରେ ଦୁଈ ଖଣ୍ଡ ବସ୍ତ୍ର ଅପେକ୍ଷା ଆଉ କଣ ଅଛି ମୋ ପାଖରେ ତମେ ଯଦି ନେବାକୁ ଚାହୁଁଛ ତାହେଲେ ଏହି ବସ୍ତ୍ର ନେଇପାରିବ,ତମେ ଏହି ନିଷ୍ଠୁର କର୍ମ କରି ଭୟଙ୍କର ପାପ କର୍ମ କାହିଁକି କରୁଛ,ଦେଵଶ୍ରୀଙ୍କ କୋମଳ ବାଣୀ ଶୁଣିକି ରତ୍ନାକରଙ୍କ କଠୋର ହୃଦୟ ତରଳିଗଲା,ସେ ନାରଦଙ୍କୁ କହିଲେ ମୋର ଏହି କାମକୁ ନେଇ ନିଜ ପରିବାରର ଭରଣପୋଷଣ କରୁଛି,ନାରଦ କହିଲେ ତୁମେ ଯାଇ ତୁମ ପରିବାର ଲୋକଙ୍କୁ ପଚାର ସେ ତୁମର ଭରଣପୋଷଣର ଅଧିକାରୀ ଅଟନ୍ତି ନା ତୁମର ପାପର ଭାଗିଦାରୀ ହେବେ,ନାରଦ କହିଲେ ତମେ ଆସିବା ପର୍ଯ୍ୟନ୍ତ ମୁଁ ଏହି ଜାଗାରେ ରହିଥିବି କୁଆଡେ ଯିବିନି,ଏତେ ପରେ ଯଦି ବିଶ୍ୱାସ ନହେଉଛି ମୋତେ ଏହି ଗଛରେ ବାନ୍ଧିଦେଇ ଯାଅ

ଦେବଶ୍ରୀଙ୍କୁ ଗଛରେ ବାନ୍ଧିଦେଇ ବାଲ୍ମୀକି ନିଜ ଘରକୁ ଗଲେ,ସେଠିକି ଯାଇ ଜଣେ ଜଣେ କରି ସମସ୍ତଙ୍କୁ ପଚାରିଲେ କି ତୁମେମାନେ ମୋର ପାପର ଭାଗିଦାର ହେବ ନ,ମୋଠାରୁ ଭରଣପୋଷଣ ଚାହୁଁଛ,ସମସ୍ତେ ଗୋଟେ ସ୍ଵରରେ କହିଲେ ଆମର ଭରଣପୋଷଣ ତୁମର କର୍ତ୍ତବ୍ୟ ଅଟେ,ତମେ କେମିତି ଧନ ଆଣିବ ସେଇଟା ତୁମର ଭାବିବାର ବିଷୟ ଆଟେ,ତୁମର ପାପର ଭାଗିଦାର ଆମେ ହେବୁନାହିଁ,ନିଜ କୁଟୁମ୍ବ ବିଷୟ ଜାଣିଶୁଣି ବାଲ୍ମିକୀଙ୍କ ହୃଦୟରେ ଆଘାତ ଲାଗିଲେ,ତାଙ୍କ ଜ୍ଞାନ ନେତ୍ର ଖୋଲିଗଲା

.

ସିଏ ବହୁତ ଶୀଘ୍ର ଜଙ୍ଗଲକୁ ଯାଇ ନାରଦଙ୍କ ବନ୍ଧନ ଖୋଲିଦେଲେ ଓ ବିଳାପକରାଇ କାନ୍ଦିଲେ ତାଙ୍କ ଚରନରେ ପଡିଗଲେ,ଏହି ରୋଦନ ବହୁତ ପଶ୍ଚାତାପ ଥିଲା,ନାରଦ ତାଙ୍କୁ ଧୈର୍ଯ୍ୟ ଧରି ରହିବାକୁ କହିଲେ ରାମନାମ ଜପିବାର ଉପଦେଶ ଦେଲେ,ପୂର୍ବକୃତ ଭୟଙ୍କର ପାପ କାରଣରୁ ତାଙ୍କର ରାମନାମ ଉଚ୍ଚାରଣ ଦେଉନଥିଲା,ତା ପରେ ନାରଦ ଭାବିଚିନ୍ତି ତାଙ୍କୁ ମରାମରା ଜପିବାକୁ କହିଲେ, ମରାମରା ବାରମ୍ବାର ଉଚ୍ଚାରଣ କରାଇବାଦ୍ୱାରା ରାମନାରାମ ଉଚ୍ଚାରଣ ହୋଇଯାଏ,ଏହାପରେ ରାମରାମ ଉଚ୍ଚାରଣ ଜପରେ ସେ ନିମଗ୍ନ ରହିଲେ,ରାମନାମ ଜପିବାର ନିଷ୍ଠା ତାଙ୍କର ସମ୍ପୂର୍ଣ୍ଣ ପାପକୁ ଧୋଇଦେଲା,ଏହାପରେ ରାମଙ୍କ ନାମ ଯୋଗୁଁ ଭୀମକ ନାମ ତାଙ୍କ ଦେହରେ ରହିଲା,

ଭୀମକା ତାଙ୍କ ସମୁର୍ଣ୍ଣ ଘରକୁ ବାଲ୍ମୀକିରେ ଉଚ୍ଚାରଣ କଲେ, ଭୀମଙ୍କ ତାଙ୍କ ଦେହରେ ରହିବ କାରଣରୁ ତାଙ୍କର ନାମ ବାଲ୍ମୀକି ହେଲା,ସଂସାରରେ ତାଙ୍କ ନାମ ଆଦିକବି ବାଲ୍ମୀକି ହେଲା,ସିଏ ରାମାୟଣରୂପି ଆଦିକାବ୍ୟର ରଚନା କଲେ,ବନବାସ ସମୟରେ ଶ୍ରୀରାମ ସ୍ୱୟଂ ନିଜେ ତାଙ୍କୁ ଦର୍ଶନ ଦେଇ କୃତାର୍ଥ କରାଇଥିଲେ ସୀତା ବନବାସର ଅନ୍ତିମ କାଳରେ ତାଙ୍କ ଆଶ୍ରମରେ ରହିଲେ,ସେହି ଜାଗାରେ ଲବ,କୁଶ ଜନ୍ମ ଗ୍ରହଣ କରିଥିଲେ,ବ୍ଳମିକି ତାଙ୍କୁ ରମାୟଣର ଗାଇବା ଶିଖାଇଲେ,ଏହି ପ୍ରକରରେ ବାଲ୍ମୀକି ଡ଼ାକୁରୁ ବ୍ରହ୍ମଶ୍ରୀ ହେଲେ