1.ଅବିଶ୍ରାନ୍ତ ଭାବରେ ଭରା ବହନ କରିବା,ଶୀତ ଓ ଗ୍ରୀଷ୍ମ ଜନିତ କଷ୍ଟ ସହି ସର୍ବଦା ସନ୍ତୋଷରେ ରହିବା
- ଭାଗ୍ୟ ସେମାନଙ୍କୁ ଅନୁଗ୍ରହ କରେ ଯେଉଁମାନେ କଠିନ ପରିସ୍ଥିତିରେ ସମୁଖୀନ ହୋଇଥିଲେ ମଧ୍ୟ ସେମାନଙ୍କ ଲକ୍ଷପ୍ରତି ଦୃଢ ରୁହନ୍ତି
- ଅନ୍ୟମାନଙ୍କ ଭୁଲ୍ରୁ ଶିଖନ୍ତୁ ଏବଂ ଏହାକୁ ନିଜ ଉପରେ ବ୍ୟବହାର କରିବା ଦ୍ୱାରା ବୟସ ହ୍ରାସ ପାଇବ
- ଥରେ ଆପଣ ଏକ କାର୍ଯ୍ୟ ଆରମ୍ଭ କଲେ,ଏଥିରେ କେବେବି ସନ୍ଦେହ କରନାହିଁ ,କେବେ କାମକୁ ମଝିରେ ଅଟକାନ୍ତୁ ନାହିଁ ,ନହେଲେ ତୁମର କାର୍ଯ୍ୟ ଅସମ୍ପୂର୍ଣ୍ଣ ହେବ
- ଅଭ୍ୟାସ ବିନା ଜ୍ଞାନ ହଜିଯାଏ,ସେନାଧ୍ୟକ୍ଷ ବିନା ସେନା ବିପଥଗାମୀ ହୁଏ ଏବଂ ପତି ବିନା ପତ୍ନୀ ବିପଥଗାମୀ ହୁଏ
- ଭଗବାନ ମନ୍ଦିର,ମସଜିଦ, କିମ୍ବା ମୂର୍ତ୍ତି ଗୁଡିକରେ ବାସ କରନ୍ତି ନାହିଁ,ବରଂ ସେମାନେ ଆମ ଭାବନା ଓ ବିଶ୍ୱାସରେ ବାସ କରନ୍ତି
- ଯଦି ମର୍ଯ୍ୟାଦା ହାସଲ କରିବାକୁ ହୁଏ ତେବେ କଥା,କାର୍ଯ୍ୟ,ଇନ୍ଦ୍ରିୟ ଏବଂ ହୃଦୟ ମଧ୍ୟରେ ସତ୍ୟତା ଆଣ
- ଶାନ୍ତ ମନଠାରୁ କୌଣସି ବଡ ଶକ୍ତି ନାହିଁ ,ସନ୍ତୁଷ୍ଟଠାରୁ ବଡ ସୁଖ ନାହିଁ ,ଇର୍ଷାଠାରୁ ବଡ ରୋଗ ନାହିଁ,ଦାୟାଠାରୁ ବଡ ଗୁଣ କିଛି ନାହିଁ
- ଯଦି ହୀରାକୁ ପାଦରେ ଏବଂ ଗ୍ଲାସକୁ ମୁଣ୍ଡରେ ରଖାଯାଏ ତେବେ ଉଭୟର ମୂଲ୍ୟ ସମାନ ରହିଥାଏ,ହୀରା ସବୁବେଳେ ହୀରା ହିଁ ରୁହେ
- ଯିଏ ଏପରି ସାଙ୍ଗ ସହ ସଙ୍ଗତି କରେ ଯିଏ କି କୃତଜ୍ଞ,ଯିଏ ସର୍ବଦା ସଂକୀର୍ଣ୍ଣମନା,ଯିଏ କେବଳ ଅନ୍ୟମାନଙ୍କ ବ୍ୟକ୍ତିଗତ କଥା କହିଥାଏ,ସେହିପରି ଲୋକଙ୍କ ସହ ବନ୍ଧୁତା କରିବା ନିଶ୍ଚିତ ପତନର କାରଣ
- ମୁର୍ଖକୁ ଉପଦେଶ ଦେବା,ଖରାପ ଚରିତ୍ରର ନାରୀକୁ ପ୍ରଶଂସା କରିବା ଏବଂଗ ନିରାଶାବାଦୀ ପୁରୁଷଙ୍କ ସହିତ ରହିବ ମୁର୍ଖତା ଅଟେ
- ଆକାଶରେ ରହୁଥିବା ପକ୍ଷୀମାନଙ୍କର ମାର୍ଗର ଦିଗ ଅନୁମାନ କରାଯାଇପାରେ,କିନ୍ତୁ ଚତୁର କର୍ମଚାରୀଙ୍କ ଗତିବିଧି ଅନୁମାନ କରାଯାଇପାରିବ ନାହିଁ,ତେଣୁ ସବୁବେଳେ ସତର୍କ ରୁହ
- ପ୍ରତ୍ୟୋକ ବ୍ୟକ୍ତି ମୁକ୍ତ ଘୋଡା ପରି, ସିଏ ଜଙ୍ଗଲର କୌଣସି ସ୍ଥାନକୁ ଯାଇପାରିବ,ସେହିପରି ମଣିଷର ମନରୁ ମଧ୍ୟ ଜଣାପଡ଼େ ନାହିଁ,ସେ କଣ କରିବ,ତେଣୁ ଏହାକୁ ସର୍ବଦା ନିୟନ୍ତ୍ରଣରେ ରଖନ୍ତୁ
- ଉପଦେଶ ଦେଉଥିବା ଲୋକ ମୂର୍ଖର ଶତ୍ରୁ
- .ଦାୟାଠାରୁ ଆଉ କିଛି ବଡ ଧର୍ମ ନାହିଁ16.ଯିଏ ପ୍ରକୃତ ବିଦ୍ୱାନ,ସେ ଅନ୍ୟ କଥା ଉପରେ ଯେତେ ଗୁରୁତ୍ୱ ନଦିଏ,ବେଶୀ ଗୁରୁତ୍ୱ ଦିଏ ବିଦ୍ୟାଚର୍ଚ୍ଚାରେ
- .ଯେତେ ପ୍ରାୟଶ୍ଚିତ କଲେ ମଧ୍ୟ ପାପିକୁ କେହି ପୁଣ୍ୟ ବୋଲି ଗ୍ରହଣ କରିପାରନ୍ତି ନାହିଁ,ଥରେ କଳଙ୍କର ଦାଗ ଲାଗିଗଲେ ତାକୁ କେବେ ଲିଭାଇ ହୁଏନା
- .ଶାନ୍ତି ଠାରୁ ବଡ ଟପ ନାହିଁ
- ଯିଏ କାହାର କିଛି ଶୁଭ କାମନା କରିନପାରେ,ସେ ଅନ୍ୟର ଅଶୁଭ କାମନା କରିବା ଉଚିତ୍ ନୁହେଁ
- .କାହାକୁ ମିଛ କହି କାମ ହାସଲ କରିବା ଠିକ ନୁହେଁ,ମିଛ ଦିନେ ନା ଦିନେ ଧରାପଡିଯାଏ