ସଜନା ଗଛ ଯାହାକୁ ଆମେ ମୂଳରୁ ଫଳ ଯାଏଁ ସମସ୍ତ ଅଂଶ ଔଷଧୀୟ ଗୁଣରେ ପରିପୂର୍ଣ୍ଣ ହୋଇଥାଏକ,ଯେକୌଣସି ରୋଗ ହୋଇଥିଲେ ମଧ୍ୟ ସଜନା ଛୁଇଁରେ ସେହି ରୋଗକୁ ଭଲ କରିବାର ଗୁଣ ରହିଥାଏ,ଏହା ଆୟୁର୍ବେଦରେ ପତ୍ର,ଫଳ,ଫୁଲ,ମୂଳ, କାଣ୍ଡରେ ଔଷଧୀୟ ଗୁଣ ରହିଥାଏ,ଚମତ୍କାରୀ ଫଳରେ ଔଷଧୀୟ ଗୁଣ ରହିଥାଏ,

ଆମେ ଜାଣିବା ସଜନା ଗଛର ଫଳ ବିଷୟରେ:

ଏହି ଫଳରେ ଅଧିକ ମାତ୍ରାରେ ଫାଇବର ରହିଥାଏ 100 ଗ୍ରାମ ଛୁଇଁରେ 1.1ଫାଇବର ରହିଥାଏ,ଏଥିରେ 26 କ୍ୟାଲୋରୀ ରହିଥାଏ,ଏଥିରେ 4.8 ଗ୍ରାମ ଫାଇବର ରହିଥାଏ, ଏଥିରେ କାର୍ବୋହାଇଡ୍ରେଡ଼ 3.7 ଗ୍ରାମ ରହିଥାଏ,ଫ୍ୟାଟନେସ 0.1 ଗ୍ରାମ ରହିଥା ଏଥିରେ ପ୍ରଚୁର ପରିମାଣରେ ପୋଟାସିୟମ ରହିଥାଏ,ଏଥିରେ କ୍ୟାଲସିୟମ ବିଟା କ୍ୟାରୋଟିନ-e ଫଷଫରସ ରହିଥାଏ

ଏବେ ଆମେ ଜାଣିବା କେଉଁ କେଉଁ ରୋଗରୁ ରକ୍ଷା କରେ ?

ପ୍ରଥମଟି ହେଲା ରାକଲ୍ରେତାହୀନତା ଦୂର କରେ,ସଜନା ଛୁଇଁରେ ପ୍ରଚୁର ପରିମାଣରେ ଆଇରନ ରହିଥାଏ,ଏଥିରେ ପାଳଙ୍ଗ ଶାଗ ଅପେକ୍ଷା 25 ଗୁଣ ଆଇରନ ରହିଥାଏ,ତେଣୁ ଏହାକୁ ଖାଇଲେ ଶରୀରେ ହିମୋଗ୍ଲୋବିନ ପରିମାଣ ବୃଦ୍ଧି ହୋଇଥାଏ,ରକ୍ତହୀନତା ଦୂର ହୋଇଥାଏ

ଦ୍ଵିତୀୟଟି ଦୃଷ୍ଟିଶକ୍ତି ବୃଦ୍ଧି କରେ ସଜନା ଛୁଇଁରେ ଗାଜର ଅପେକ୍ଷା ଅଧିକ ଭିଟାମିନ-a ରହିଥାଏ,ଏହାକୁ ସବୁଦିନ ଖାଇଲେ ଦୃଷ୍ଟିଶକ୍ତି ବୃଦ୍ଧି ପାଇଥାଏ,ଅଳ୍ପ ବୟସରେ ଚଷମା ଲାଗିବା ସମସ୍ୟାରୁ ମୁକ୍ତି ମିଳିଥାଏ

ତୃତୀୟରେ ଉଚ୍ଚ ରକ୍ତଚାପ ଦୂର କରେ,ସଜନା ଶାଗରେ 3 ଗୁଣ ଅଧିକ ପୋଟାସିୟମ ରହିଥାଏ,ସେଥିପାଇଁ ଉଚ୍ଚ ରକ୍ତଚାପ ଭଲ ହୋଇଥାଏ,ହାର୍ଟ ଉପରେ ପ୍ରଭାବ ପଡ଼ିନଥାଏ
ଆଣ୍ଠୁ ଗଣ୍ଠି ଓ ଜଏଣ୍ଟ ପେନର ଯନ୍ତ୍ରଣାକୁ ଦୂର କରେ,ସଜନା ଛୁଇଁରେ ଅଧିକ କ୍ୟାଲସିୟମ ରହିଁଥାଏ,ଏଥିରେ କ୍ଷୀର ଅପେକ୍ଷା 4 ଗୁଣ ଅଧିକ କ୍ୟାଲସିୟମ୍ ରହ୍ବିଥାଏ,ତେଣୁ ଏହାକୁ ଖାଇଲେ ଆଣ୍ଠୁ ଗଣ୍ଠି ସମସ୍ୟା ଦୂର ହୋଇଥାଏ ଅଧିକ ବୟସରେ ହାଡ ଭାଙ୍ଗିବା ସମାସ୍ୟା ଦୂର ହୋଇଥାଏ

ଓଜନ ହ୍ରାସ କରିଥାଏ,ସଜନା ଛୁଇଁ 100 ଗ୍ରାମ ଖାଇଲେ 25 କ୍ୟାଲୋରୀ ଶକ୍ତି ବଢିଥାଏ,ଏଥିରେ ଫାଇବର ଅଧିକ ଥିବାରୁ ବହୁତ ଅଧିକ ସମୟ ଭୋକ ଲାଗିନଥାଏ,ତେଣୁ ଅଧିକ ଖାଇବାରୁ ବଞ୍ଚିତ ହୋଇଥାନ୍ତି ଯାହା ଓଜନ ହ୍ରାସ କରିଥାଏ, ଫାଇବର ଅଧିକ ଥିବା ଯୋଗୁଁ କୋଲେଷ୍ଟ୍ରଲ ହ୍ରାସ ପାଇଥାଏ,ଯାହା ରକ୍ତନଳୀରୁ ବ୍ଲକେଜରେ ରକ୍ଷା କରେ,ସଜନା ଛୁଇଁରେ ରେଗୁଲାର ଖାଇଲେ କିଡ୍ନୀ ଷ୍ଟୋନରୁ ରକ୍ଷା କରେ,ଅତ୍ୟଧିକ ଷ୍ଟ୍ରେସ ଏବଂ ଆନଜାଇଟିରୁ ଦୂର କରେ,ଏହାର ଆଣ୍ଟି ଇନଫ୍ଲାମେଁଟୋରି ଥିବା ଗୁଣ ଯୋଗୁଁ ଶରୀରରେ ଥିବା ଯେକୌଣସି ସ୍ବେଲିଂକୁ ଦୂର କରେ,ରୋଗ ରୋଗପ୍ରତିରୋଧକ ଶକ୍ତି ଦୂର କରିଥାଏ,ସଜନା ଛୁଇଁରେ 40 ପ୍ରକାର ଆଣ୍ଟି ଅକ୍ସିଡେଣ୍ଟ ବୃଦ୍ଧି କରିଥାଏ,ପେଟ ଜନିତ ସମସ୍ତ ସମସ୍ୟାରେ ଏହା ବହୁତ ଲାଭଦାୟକ ହୋଇଥାଏ,ସଜନା ଛୁଇଁରେ ବେଟା କ୍ୟାରୋଟିନ ଅଧିକ ଥାଏ,ଯାହା ଚୁଟି ଝଡ଼ିବା ସମସ୍ୟା ଦୂର କରିଥାଏ,କେଶକୁ ମଜବୁତ କରିଥାଏ,ଏହା ଡାଇବେଟିସକୁ
ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରେ,ଯଦି ଥାଇରଏଡ ସମସ୍ୟା ରହିଥାଏ,ତେବେ ଏହାକୁ ଖାଇଲେ ଠିକ ହୋଇଥାଏ

ହେୟାର ଏବଂ ସ୍କିନ ସମସ୍ୟାକୁ ଦୂର କରିବାରେ ଏହା ସାହାଯ୍ୟ କରେ,ମାଂସପେଶୀରେ କ୍ରାମ୍ପ ଆସିଥିଲେ ସଜନା ଛୁଇଁ ଖାଇଲେ ଠିକ ହୋଇଥାଏ,ମହିଳାଙ୍କ ଶରୀରରେ ହର୍ମୋନଲ ଇମବଲନ୍ସ ଯୋଗୁଁ ହୋଇଥିବା ସମସ୍ତ ସମସ୍ୟା pcos pcodକୁ ଠିକ କରିଥାଏ,ଅନିଦ୍ରା ସମସ୍ୟା ଦୂର କରିଥାଏ,ଏହା ସମସ୍ତ ପ୍ରକାର ଇନଫେକ୍ସନରୁ ଦୂର କରିଥାଏ
,