ରସୁଣ ପ୍ରଥମେ ଥରେ central asiaରେ ଚାଷ କରାଯାଇଥିଲା,ରସୁଣ ଖାଇଲେ ଆମ କୋଲେଷ୍ଟ୍ର୍ଲଲ ଲେବଲ କମାଇଥାଏ,ଆମ ଦେହରୁ କୋଲେଷ୍ଟ୍ର୍ଲଲ ଧିରେ ଧିରେ ବାହର କରିଦେଇଥାଏ,ରସୁଣ ଖାଇଲେ blood pressure ହୋଇଥାଏ,ରସୁଣ ଖାଇଲେ stress lable କମ ହୋଇଥାଏ,ରସୁଣ ଖାଇଲେ blood sugar lable control ହୋଇଥାଏ,ରସୁଣ ଖାଇଲେ Immune systom କାମ କରିଥାଏ,ସବୁ ପ୍ରକାର Infection ଓ ଆଲର୍ଜି ଠିକ ହୋଇଥାଏ ,ରସୁଣ ଖାଇଲେ ଆମର ଫୋଟକା ମଧ୍ଯ ଭଲ ହୋଇଥାଏ,ରସୁଣ ଖାଇଲେ ଆମ ଶରୀରକୁ Nutrions ଯାଇଥାଏ,

ରସୁଣ ଖାଇଲେ ଆମ ଲିଭରକୁ ସୁସ୍ଥ ଏବଂ ମଜ୍ବୁତ ରଖିଥାଏ ତା ସହିତ ହାଡରେ ହୋଇଥିବା ସବୁ ରୋଗ ଭଲ ହୋଇଥାଏ ଓ ସିଏ ଆଣ୍ଟି oxygen ରୂପେ କାମ ଦେଇଥାଏ, ରସୁଣ ଖାଇଲେ ହାର୍ପ୍ସ, ସାଇନସ୍, ରୋଗ୍ରୁ ବଞ୍ଚାଇଥାଏ,ସିଏ ଆମ୍କୁ କାଣ୍ଟ୍ରାକ୍ଟ୍,ଟ୍ଯୁବରକ୍ୟୁଲୋସିସ ରୋଗ୍ରୁ ମୁକ୍ତ କରିଦେଇଥାଏ, ରସୁଣ ଖାଇଲେ ଥଣ୍ଡା,କାଶ,ଜ୍ୱର,କଫ ରୋଗ ଭଲ ହୋଇଥାଏ,ରସୁଣ ସବୁ ପ୍ରକାର Fungal Infection ଓ Hairfall,dandruff ସବୁ ଭଲ ହୋଇଥାଏ, ରସୁଣ ଖାଇଲେ ଆମ ତ୍ୱଚାର ସୁନ୍ଦରତା ବଢିଥାଏ,ଏବଂ Anti agent ରୂପେ କାମ ଦେଇଥାଏ,

ରସୁଣ କିପରି ଆମକୁ ହାନି ପହଞ୍ଚାଇଥାଏ

ଆମେ ଅଧିକ ରସୁଣ ଖାଇଲେ Liver ଖରାପ ହେବାର ସମ୍ଭାବନା ରହିଥାଏ,ରସୁଣ ଖାଇଲେ ଆମ ପାଟି ଗନ୍ଧ ହୋଇଥାଏ,ଅଧିକ ମାତ୍ରାରେ ରସୁଣ ଖାଇଲେ blood pressure ବଢିବାର ସମ୍ଭାବନା ରହିଛି,ଅଧିକ ମାତ୍ରାରେ ରସୁଣ ଖାଇଲେ ଆଲର୍ଜି ହୋଇଥାଏ, ଅଧିକ ମାତ୍ରାରେ ରସୁଣ ଖାଇଲେ ପେଟ ଗରମ ହୋଇଥାଏ