ସେଓ ବିଷୟରେ କିଛି ବିବରଣୀ: ସେଓ କେତେପ୍ରକାରର ଓ କେକେତେପ୍ରକାରର ଭିଟାମିନ ରହିଥାଏ

ଲେଡି,ବ୍ୟାଡୱିନ,ଗ୍ରାବେନଷ୍ଟିନ୍, ସେଓରେ କାର୍ବୋହାଇଡ୍ରେଡ,ପ୍ରୋଟିନ୍,କୋଲେଷ୍ଟ୍ରଲ୍,ଡାଇଟେରିଫାଇବରସ,ନିଆସିନ୍,ବାନ୍ଥିକ ଏସିଡ୍,ପେରିଡକସିନ,ରାଇବୋଫୋବିନ,ଥିଆମିନ୍,ସୋଡିୟମ୍,ପୋଟାସିୟ୍ମ୍,ମ୍ୟାଗ୍ନେସିୟମ୍,ଫସଫରସ,ଆଇରନ୍,ନ୍ୟୁଟ୍ରିୟନସ ଇତ୍ୟାଦି ରହିଥାଏ

ସେଓ ଖାଇଲେ କ୍ୟାନସର,କାଟ୍ରାକ୍ଟ୍,ଆଜମା,ଡାଇବେଟିସ୍,କଲବ୍ଳାଡର, ଷ୍ଟୋନ୍,କନଷ୍ଟିପେସନ,ଡାଇରିଆ,ପାର୍କିନଷ୍ଟାଇନ ଆଦିସବୁ ରୋଗ ଭଲ ହୋଇଥାଏ,ତା ସହିତ ଡାଇଜେସନ ଭଲ କରିବାରେ ସାହାଯ୍ୟ କରେ,ସେଓରେ ଅଲ୍ପ କୋଲେଷ୍ଟ୍ରଲ ଥିବାରୁ ସିଏ ଆମର ଆଣ୍ଟି କୋଲେଷ୍ଟ୍ରଲ ପରି କାମ ଦେଇଥାଏ,ସିଏ ଆମର Immune Systemକୁ ଭଲ ରଖିଥାଏ, ସେଓ ଖାଇଲେ ଆମର weight loss ହୋଇଥାଏ,ସେଓ ଖାଇଲେ ଆମର ତ୍ୱଚାର ସୁନ୍ଦରତା ବଢିଥାଏ,ଆଣ୍ଟିଏଜେଣ୍ଟ ପରି କାମ କରିଥାଏ