୧. ପିଜୁଳି ଖାଇଲେ କଣ ହୁଏ?କିପରି ସିଏ ଆମକୁ ଫାଇଦା ପହଞ୍ଚାଇଥାଏ

ପିଜୁଳି ଖାଇଲେ ଆମକୁ ଫାଇବର ମିଳିଥାଏ,ପିଜୁଳିରେ ଫାଇବର ଥିବାରୁ ଏହା ଆମ କୋଲେଷ୍ଟ୍ରଲ ମାତ୍ରା ଦୂର କରିଥାଏ

୨. ସିଏ ଆମ ଓଜନକୁ ହ୍ରାସ କରିବାପାଇଁ କିପରି ସାହାଯ୍ୟ କରେ?

୧୦୦ ଗ୍ରାମ ପିଜୁଳିରେ ଏକ ଗ୍ରାମ କ୍ୟାଲୋରିର ଶକ୍ତି ରହିଥାଏ,ଗୋଟେ ପିଜୁଳି ଖାଇଲେ ପେଟ ପୁରିଯାଏ,କିନ୍ତୁ ଶରୀରକୁ କମ କ୍ୟାଲୋରି ମିଳିବ,ଲୋକମାନେ ଓଜନ ହ୍ରାସ କରିବାକୁ ଚାହୁଛନ୍ତି,ଏହା ତାଙ୍କୁ ଫାଇଦା ଦେଇଥାଏ,ପିଜୁଳିରେ ଫାଇବର ଥିବାରୁ ଏହା ଚର୍ବିକୁ ଦୂର କରିଥାଏ.ତ୍ୱଚାକୁ ସୁସ୍ଥ ଏବଂ ମଜ୍ବୁତ ରଖିଥାଏ, ନିଜ ସ୍କିନକୁ ଭଲ ରଖିବାପାଇ ଗୋଲାପି ରଙ୍ଗର ପିଜୁଳି ନିଶ୍ଚୟ ଖାଆନ୍ତୁ,ଧଳା ରଙ୍ଗର ପିଜୁଳିରେ ଅଧିକ ଭିଟାମିନ୍-c ଥାଏ,

ସାଧାରଣ ଥଣ୍ଡା, ସର୍ଦ୍ଦି ଓ ଇନ୍ଫେକ୍ସନରୁ ଦୂରେଇ ରଖେ,ଧଳା ରଙ୍ଗର ପିଜୁଳିରେ ଭିଟାମିନ୍-c ଶରୀରର ରୋଗ ପ୍ରତିରୋଧକ ଶକ୍ତିଠୁ ଦୂରେଇ ରଖେ,ଆମ ଶରୀର ୪୦ ମିଲିଗ୍ରାମ ଭିଟାମିନ୍-c ଆବଶ୍ୟକ କରିଥାଏ,ଗୋଟେ ୧୦୦ ଗ୍ରାମ ପିଜୁଳିରେ ୨୦ ମିଲିଗ୍ରାମ ଭିଟାମିନ୍-c ରହିଥାଏ,ପିଜୁଳି ହାର୍ଟକୁ ସୁସ୍ଥ ରଖିଥାଏ,ଗୋଟେ ଗବେଷଣାରୁ ଜଣାଯାଇଛି ଯେ ପ୍ରତ୍ଯୋକଦିନ ୧ kg ପିଜୁଳି ଖାଇବେ ତେବେ ହାର୍ଟରେ ଥିବା blockage ଦୂଋ କରିଥାଏ, ତେଣୂ ହାର୍ଟକୁ ସୁସ୍ଥ ରଖିଥାଏ,ପିଜୁଳି ଖାଇଲେ ଦାନ୍ତ ବିନ୍ଧିବା ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ, ଯଦି କୌଣସି ପ୍ରକାର କ୍ୟାନସର ଥାଏ ପିଜୁଳିର ସେବନ କରନ୍ତୁ